ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଣ୍ଡିତ ଦୀଦୟାଲ ଙ୍କ ସମର୍ପଣ ଦିବସ 

ପଣ୍ଡିତ ଦୀଦୟାଲ ଙ୍କ ସମର୍ପଣ ଦିବସ 

 ଆସିକା , ୧୩/୨/୨୫ // ଘୁମୁସର ଆସିକା ଜିଲ୍ଲା ବି ଜେ ପି ସଭାପତି ବିଜୟ କୁମାର ସ୍ୱାଇଁଙ୍କ ମାର୍ଗଦର୍ଶନ ରେ ଜଗମୋହନ ପଞ୍ଚାୟତ ର ମୁକ୍ତେଶ୍ଵର ପୀଠରେ ପୂର୍ବତନ ଧରାକୋଟ ମଣ୍ଡଳ ସଭାପତି ୟୁ ପାପା ରାଓ ଙ୍କ ସଭାପତିତ୍ବରେ ପଣ୍ଡିତ ଦିନ ଦୟାଲଙ୍କ ସମର୍ପଣ ଦିବସ ପାଳନ ହୋଇଯାଇଛି । ଏଥିରେ ଅତିଥି ଭାବରେ ବି ଜେ ପି ନେତା ଅଶୋକ  ନାୟକ ,ହୃଷୀକେଶ ସାହୁ ପ୍ରମୁଖ ଯୋଗଦେଇ ପଣ୍ଡିତ ଦିନ ଦୟାଲ ଙ୍କ ଆଦର୍ଶ ଓ ତ୍ୟାଗପୂତ ଜୀବନୀ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ କାହ୍ନୁ ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଗନ ବିହାରୀ ସ୍ୱାଇଁ, ମୁନା ପ୍ରଧାନ,ମନୋଜ ନାୟକ,ଅଶୋକ ବରାଡ, ବବିନା ବେହେରା,ବୁଦ୍ଧିଆ ନାୟକ, ଆସାଡୁ ରଇତ, ଜଳନ୍ଦର ପ୍ରଧାନ,ଟୁନା ପ୍ରଧାନ,ପ୍ରଭାକର ମଲିକ,ରାଜେନ୍ଦ୍ର ମଲିକ,ଚନ୍ଦନ ମଲିକ,ବାଳକୃଷ୍ଣ ଗୌଡ଼,ଅଚ୍ୟୁତ ଗୌଡ଼,ଚିରଞ୍ଜିବୀ ବିଶ୍ବାଳ,ରମେଶ ପ୍ରଧାନ,ପ୍ରଫୁଲ୍ଲ ଜେନା ଓ ଜିତେନ୍ଦ୍ର ମଲିକ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଵିଧାୟକ ଭାବେ ବିଜେଡି-କଂଗ୍ରେସ ଓ ସାଂସଦ ପାଇଁ ବିଜେଡି -ବିଜେପି ମଧ୍ୟରେ କଡା ମୁକାବିଲା :ଧୃବଙ୍କ ସଂଗଠନ ଅତୁଟ

masiha

ବଡପଳଶା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

କଳସି ଯାତ୍ରାରେ ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର 

masiha

Leave a Comment

error: Content is protected !!