ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଣ୍ଡିତ ଦୀଦୟାଲ ଙ୍କ ସମର୍ପଣ ଦିବସ 

ପଣ୍ଡିତ ଦୀଦୟାଲ ଙ୍କ ସମର୍ପଣ ଦିବସ 

 ଆସିକା , ୧୩/୨/୨୫ // ଘୁମୁସର ଆସିକା ଜିଲ୍ଲା ବି ଜେ ପି ସଭାପତି ବିଜୟ କୁମାର ସ୍ୱାଇଁଙ୍କ ମାର୍ଗଦର୍ଶନ ରେ ଜଗମୋହନ ପଞ୍ଚାୟତ ର ମୁକ୍ତେଶ୍ଵର ପୀଠରେ ପୂର୍ବତନ ଧରାକୋଟ ମଣ୍ଡଳ ସଭାପତି ୟୁ ପାପା ରାଓ ଙ୍କ ସଭାପତିତ୍ବରେ ପଣ୍ଡିତ ଦିନ ଦୟାଲଙ୍କ ସମର୍ପଣ ଦିବସ ପାଳନ ହୋଇଯାଇଛି । ଏଥିରେ ଅତିଥି ଭାବରେ ବି ଜେ ପି ନେତା ଅଶୋକ  ନାୟକ ,ହୃଷୀକେଶ ସାହୁ ପ୍ରମୁଖ ଯୋଗଦେଇ ପଣ୍ଡିତ ଦିନ ଦୟାଲ ଙ୍କ ଆଦର୍ଶ ଓ ତ୍ୟାଗପୂତ ଜୀବନୀ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ କାହ୍ନୁ ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଗନ ବିହାରୀ ସ୍ୱାଇଁ, ମୁନା ପ୍ରଧାନ,ମନୋଜ ନାୟକ,ଅଶୋକ ବରାଡ, ବବିନା ବେହେରା,ବୁଦ୍ଧିଆ ନାୟକ, ଆସାଡୁ ରଇତ, ଜଳନ୍ଦର ପ୍ରଧାନ,ଟୁନା ପ୍ରଧାନ,ପ୍ରଭାକର ମଲିକ,ରାଜେନ୍ଦ୍ର ମଲିକ,ଚନ୍ଦନ ମଲିକ,ବାଳକୃଷ୍ଣ ଗୌଡ଼,ଅଚ୍ୟୁତ ଗୌଡ଼,ଚିରଞ୍ଜିବୀ ବିଶ୍ବାଳ,ରମେଶ ପ୍ରଧାନ,ପ୍ରଫୁଲ୍ଲ ଜେନା ଓ ଜିତେନ୍ଦ୍ର ମଲିକ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ଙ୍କ ପଞ୍ଚାୟତ ରେ କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

masiha

ଭାଗୀରଥି ପାତ୍ର କଂଗ୍ରେସ ଦଳିତ ସେଲର ମୟୂରଭଞ୍ଜ ଜିଲ୍ଲା ଅଧ୍ଯକ୍ଷ ନିଯୁକ୍ତ

Sunil Chandra Nayak

ସୁକୁମାର ରଂଜନ ପ୍ରଧାନ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଏଲଡିଏମ୍ ସଂଯୋଜକ 

Sunil Chandra Nayak

Leave a Comment

error: Content is protected !!