ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଣ୍ଡଳର ସଭାପତି ଭାବେ ୪ ଜଣ ମନୋନୀତ 

ମଣ୍ଡଳର ସଭାପତି ଭାବେ ୪ ଜଣ ମନୋନୀତ 

ନବରଙ୍ଗପୁର:(୩୧/୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ମାନଙ୍କ ନାମ ତାଲିକା ପ୍ରକାଶ ପାଇଥିବା ବେଳେ ଝରିଗାଁ ନିର୍ବାଚନ ମଣ୍ଡଳୀର ଖାଣ୍ଡା ମଣ୍ଡଳର ମଣ୍ଡଳ ସଭାପତି ଭାବେ ଉତ୍ତମ ହରିଜନ ମନୋନୀତ ହୋଇଥିବା ସୂଚନା ମିଳିଛି |ଠିକ ସେହିପରି ବଡ଼ ଭରଣ୍ଡୀ ମଣ୍ଡଳ ପାଇଁ ଈଶ୍ୱର ଭତରା,ଝରିଗାଁ ମଣ୍ଡଳ ପାଇଁ ସୁକାଳୁ ଭତରା ଓ ଧୋଡ୍ରା ମଣ୍ଡଳର ମଣ୍ଡଳ ସଭାପତି ଭାବେ ଭୁଜବଳ ଗୌଡ଼ଙ୍କୁ ମନୋନୀତ କରାଯାଇଥିବା ସୂଚନା ମିଲିଛି |ଏନେଇ ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶଙ୍କୁ ଏକ ଚିଠି ପ୍ରେରଣ କରାଯାଇଛି |ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ଝରୀଗାଁ ବିଧାୟକ ନରସିଂହ ଭତରା,ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ ଶୁଭେଚ୍ଛା ଜଣେଇଛନ୍ତି ଓ ସମର୍ଥକ, ଦଳୀୟ କର୍ମକର୍ତ୍ତାମାନେ ଫୋନ କଲ ଜରିଆରେ ଶୁଭେଚ୍ଛା ଜଣେଇଥିବା ସୂଚନା ମିଳିଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅହଲ୍ଯାବାଇ ହୋଲକରଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳିଲା ବିଏମ୍ଏସ୍.

ବିଜେପି ର ବୃତ୍ତିଗତ ସମ୍ମିଳନୀ ଅନୁଷ୍ଠିତ  ରାଉରକେଲା : କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷର ଉପଲବ୍ଧି ଓ ସଫଳତା ଏକ କ୍ରାନ୍ତିକାରୀ ପରିବର୍ତ୍ତନ – ଶ୍ରୀ ଟୁଡୁ 

masiha

ଜିଲ୍ଲା ବିଜେଡି ର ଜୋନାଲ ସଂଯୋଜକ ତାଲିକା ଘୋଷଣା

Leave a Comment

error: Content is protected !!