ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଜାମଦା ପକ୍ଷରୁ ବାର୍ଷିକ ପତ୍ରିକା ଉନ୍ମୋଚିତ

ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଜାମଦା ପକ୍ଷରୁ ବାର୍ଷିକ ପତ୍ରିକା ଉନ୍ମୋଚିତ

  ମୟୂରଭଞ୍ଜ;ତା/୨୪/୦୨ // ମୟୂରଭଂଜ ଜିଲ୍ଲା ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଓଡ଼ିଶା,ଜାମଦା ବ୍ଲକ ଶାଖା ପକ୍ଷରୁ ସ୍ବଜାତି ବାର୍ଷିକ ପତ୍ରିକା ‘ସଚେତନା ‘୨୦୨୫ ଶିକ୍ଷକ ଗଜେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ କାଣ୍ଡସର ସାଇ ମନ୍ଦିର ର ପୂଜକ ସନ୍ତୋଷ କୁମାର ଜ୍ୟୋତିଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି |ସାରଥୀ ପାତ୍ର,ବାସନ୍ତୀ ପାତ୍ର,ରୀନା ପାତ୍ର ଏବଂ କାଣ୍ଡସର ଗାଁ ପାତ୍ର ସମାଜ ଉପସ୍ଥିତିରେ ପତ୍ରିକା ବଣ୍ଟନ ର ଶୁଭାରମ୍ଭ କରାଯାଇଥିଲା |ବଣ୍ଟନ କରିବାର ଲକ୍ଷ୍ୟ ହେଉଛି,ସ୍ବଜାତିକୁ ଶିକ୍ଷିତ କରିବା ,ସଂଗଠିତ କରିବା ଓ ଶିକ୍ଷିତ ସମାଜ ଗଠନ କରିବା ଉପରେ ଶିକ୍ଷକ ଗଜେନ୍ଦ୍ର ପାତ୍ର ଆହ୍ବାନ ଦେଇଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଠ ଲକ୍ଷରେ ନିର୍ମିତ ପରିସ୍ରାଗାର ଲୋକଙ୍କ କାମରେ ଲାଗିଲାନି;ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି 

Sunil Chandra Nayak

କ୍ରେନ୍ ଧକ୍କାରେ ବୃଦ୍ଧ ମୃତ, ଘଟଣାସ୍ଥଳରେ ଚାପା  ଉତ୍ତେଜନା, ପୁଲିସ୍ ମୁତୟନ  କ୍ଷତି ପୂରଣ ଦାବି ନେଇ ଶବ ରଖି ରାସ୍ତାରୋକ କରିଛନ୍ତି ପରିବାର ତଥା ଆତ୍ମୀୟ ସ୍ୱଜନ  

Sunil Chandra Nayak

କଂସାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!