ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଜାମଦା ପକ୍ଷରୁ ବାର୍ଷିକ ପତ୍ରିକା ଉନ୍ମୋଚିତ

ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଜାମଦା ପକ୍ଷରୁ ବାର୍ଷିକ ପତ୍ରିକା ଉନ୍ମୋଚିତ

  ମୟୂରଭଞ୍ଜ;ତା/୨୪/୦୨ // ମୟୂରଭଂଜ ଜିଲ୍ଲା ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଓଡ଼ିଶା,ଜାମଦା ବ୍ଲକ ଶାଖା ପକ୍ଷରୁ ସ୍ବଜାତି ବାର୍ଷିକ ପତ୍ରିକା ‘ସଚେତନା ‘୨୦୨୫ ଶିକ୍ଷକ ଗଜେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ କାଣ୍ଡସର ସାଇ ମନ୍ଦିର ର ପୂଜକ ସନ୍ତୋଷ କୁମାର ଜ୍ୟୋତିଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି |ସାରଥୀ ପାତ୍ର,ବାସନ୍ତୀ ପାତ୍ର,ରୀନା ପାତ୍ର ଏବଂ କାଣ୍ଡସର ଗାଁ ପାତ୍ର ସମାଜ ଉପସ୍ଥିତିରେ ପତ୍ରିକା ବଣ୍ଟନ ର ଶୁଭାରମ୍ଭ କରାଯାଇଥିଲା |ବଣ୍ଟନ କରିବାର ଲକ୍ଷ୍ୟ ହେଉଛି,ସ୍ବଜାତିକୁ ଶିକ୍ଷିତ କରିବା ,ସଂଗଠିତ କରିବା ଓ ଶିକ୍ଷିତ ସମାଜ ଗଠନ କରିବା ଉପରେ ଶିକ୍ଷକ ଗଜେନ୍ଦ୍ର ପାତ୍ର ଆହ୍ବାନ ଦେଇଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ଆଜି ଦିବସର ଅନୁଚିନ୍ତା : ୨୬ ଫେବୃଆରୀ: ଐତିହାସିକ ସ୍ମୃତି ଓ ଚିନ୍ତନର ଦିନ

Sunil Chandra Nayak

ଅନ୍ଦ୍ରପ୍ରଦେଶ ରାଜ୍ୟ ର ସିକନ୍ଦରାବାଦ ଇଟାଭଟାରେ କୁମ୍ଭାରୀର ଶ୍ରମିକ ଅଟକ ଘଟଣା ତୁରନ୍ତ ଉଦ୍ଧାର କରିବାକୁ ଦାବୀ କଲେ ପୂର୍ବତନ ସାଂସଦ ନିରଞ୍ଜନ 

Leave a Comment

error: Content is protected !!