ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନଶ୍ରୀ ସାଧନା କକ୍ଷ ଲୋକାର୍ପିତ 

ବନଶ୍ରୀ ସାଧନା କକ୍ଷ ଲୋକାର୍ପିତ 

ରାୟଗଡା :- ଜେ କେ କାଗଜ କଳ ର ସାମାଜିକ ଦାୟିତ୍ଵ ବୋଧ ଓ ବନବାସୀ କଲ୍ଯାଣ ଆଶ୍ରମ ସହଯୋଗ ବନଶ୍ରୀ ସାଧନା ନିର୍ମାଣ କରାଯାଇ ଥିଲା। ଏଥିରେ ବନବାସୀ ମାନଙ୍କର ସାମାଜିକ, ସାଂସ୍କୃତିକ, ଏବଂ ଆର୍ଥିକ ଦକ୍ଷତାକୁ ବିକାଶ ପାଇଁ ଉପଯୋଗ କରାଯିବ। 

ଏହି ହଲ୍ କୁ ଆନୁଷ୍ଠାନିକ ଭାବେ କାଗଜ କଳ ର ମୁଖ୍ୟ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି କାର୍ମିକ ଯୋଗ ଦେଇ ଉଦଘାଟନ କରିଥିଲେ। ତାଙ୍କ ସହିତ ଉପସଭାପତି ବାଣିଜ୍ଯ ବିଶ୍ଵଜିତ ଦ୍ଵିବେଦୀ,ଉପସଭାପତି,ଉତ୍ପାଦ, ରାଘବେନ୍ଦ୍ର ହବର ଓ ସିଭିଲ ଡିପାର୍ଟମେଣ୍ଟ ର ମୁଖ ହରେଦ୍ର ସିଂହ ପ୍ରମୂଖ ଉପସ୍ଥିତ ଥିଲେ। ବନବାସୀ ମାନଙ୍କ ପାଇଁ କରୁ ଥିବା ସେବା କାର୍ଯ୍ୟ କୁ ବିନୟ ଦ୍ଵିବେଦୀ ପ୍ରସଂଶା କରି ଥିଲେ। 

କାର୍ଯ୍ୟକ୍ରମ କୁ ଆନୁଷ୍ଠାନ ର ସଭାପତି ଗୌରୀ ଶଙ୍କର ପଟ୍ଟନାୟକ ପରିଚାଳନା କରିଥିଲେ ଓ ଜେ କେ କାଗଜ କଳ ର ସାମାଜିକ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନ ର କୋଷାଧ୍ୟକ୍ଷ ରଞ୍ଜନ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ଡ୍ରାଇଭର  ମହାସଂଘ ର ଷ୍ଟେରିଂ ଛାଡ଼  ଆନ୍ଦୋଳନ  ଦ୍ବିତୀୟ ଦିବସ  ପ୍ରଭାବ  : ଆନ୍ଦୋଳନକାରୀ ଙ୍କ ସପକ୍ଷରେ  କଂଗ୍ରେସ

Sunil Chandra Nayak

ରାଇରଙ୍ଗପୁରରେ ବିଜେପି ତରଫରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ୭ମ ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘କଳାଞ୍ଜଳୀ -୨୦୨୩’ ମହାସମାରୋହରେ ପାଳିତ 

Sunil Chandra Nayak

Leave a Comment

error: Content is protected !!