ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ଅଦାଲତ ନିର୍ଦ୍ଧେଶରେ ମର୍ଯ୍ୟାଦାହାନୀ ‘ନା’ ଷଡଯନ୍ତ୍ର?କେଉଁ ଆଇନରେ ଷ୍ଟାଫ ଦରମା ଦେବେ ଶ୍ରମିକଙ୍କୁ-ଏଡିଜି?

ମାନ୍ୟବର ଅଦାଲତ ନିର୍ଦ୍ଧେଶରେ ମର୍ଯ୍ୟାଦାହାନୀ ‘ନା’ ଷଡଯନ୍ତ୍ର?କେଉଁ ଆଇନରେ ଷ୍ଟାଫ ଦରମା ଦେବେ ଶ୍ରମିକଙ୍କୁ-ଏଡିଜି?

ଯୋଡ଼ା:-ଦୀର୍ଘ ବାରବର୍ଷରୁ ଉର୍ଦ୍ଧ୍ୱ କେବଳ କେନ୍ଦୁଝର ଜିଲ୍ଲାରେ ରହି ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ଦାସମାତ ସୋରେନର ଚେର ରିସର୍ଚ୍ଚ-ଲାବୋରାଟରୀ ପର୍ଯ୍ୟନ୍ତ ଲମ୍ବିଥିବାରୁ ନାନାଦି ବେଆଇନ କାର୍ଯ୍ୟ କରିବାକୁ ତିଳେ ମାତ୍ରେ ଭୟ କରନ୍ତିନାହିଁ ।ତେବେ ପ୍ରୟୋଗଶାଳାରେ ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼-ସ୍କାମ ଡ଼ିଡ଼ିସିଏ ସୋରେନ ଏବଂ ମୁରଲୀ କରିବାର ଫୋଟ / ଭିଡିଓ ଏଡିଜି ଶ୍ରୀ ରଜତ କରଙ୍କୁ ଦୃଶ୍ୟମାନ ଖଣିବାସୀ କରେଇବା ଠାରୁ ଆରମ୍ଭ କରି, ବିଭାଗେ ଗୁପ୍ତ ରେଣ୍ଡାମାଇଜେସନ ମେସିନ ଥିବା ସ୍ୱତ୍ୱେ କିପରି ଚାରି କମ୍ପାନୀଙ୍କ ଲୁହାପଥର ନମୁନା ପରୀକ୍ଷା କାର୍ଯ୍ୟ ବହୁମାତ୍ରା କେବଳ ଜଣିଏ ମହିଳା କର୍ମଚାରୀ ସସ୍ମିତାକୁ ଦେବା ହେଲା ଯାହା ଗ୍ରେଡ଼ସ୍କାମର ମୂଳ ସ୍ୱତ୍ୱେ ଦୀର୍ଘ ପ୍ରତ୍ୟେକ ମାସ ଧରି,ରିସର୍ଚ୍ଚ ଲାବୋରଟରୀରୁ ଜେଡିସିଏ ସୁକାନ୍ତ ମିଶ୍ର ଯୋଡ଼ା ପ୍ରାୟଗଶାଳକୁ ତିନିଦିନିଆ ଗସ୍ତରେ ଆସିବାର ଉପସ୍ଥିତିରେ ଘଟିବାର ସମସ୍ତ ଘଟଣା ଏବେ ଶ୍ରୀମାନ ରୋହିତ କୁମାର ନିର୍ଦ୍ଧେଶକଙ୍କ ନିକଟକୁ ପହଞ୍ଚାଇବା କାର୍ଯ୍ୟ କରନ୍ତି ସାଧାରଣ ଖଣିବାସୀ ଯାଞ୍ଚ କମିଟିର ଅତିରିକ୍ତ ନିର୍ଦ୍ଧେଶକ ଶ୍ରୀ ରଜତ କରଙ୍କ ଜରିଆରେ,ଯୋଡ଼ା ପ୍ରୟୋଗଶାଳାକୁ ଗତ ବୁଧବାର(ତିନିଦିନ) ଧରି ଆସିଥିବା ଅବସରେ ବୋଲି ଜଣାପଡେ।ସେଭଳି ଦେଖିବାକୁ ଗଲେ, ଦୁର୍ଭାଗ୍ୟଜନକ ଘଟଣା ଆଉ ଏକ ଯୋଡ଼ା ପ୍ରୟୋଗଶାଳାର ଯାହା ମାନ୍ୟବର ଅଦାଲତଙ୍କ ନିର୍ଦ୍ଧେଶ ଉପରେ ଶ୍ରମିକଙ୍କ ଠାରେ ଷଡଯନ୍ତ୍ର ହେଉ କିମ୍ବା ନିର୍ଦ୍ଧେଶନାରେ ମର୍ଯ୍ୟାଦାହାନୀ ଭଳି ଘଟଣା କାର୍ଯ୍ୟ ଗତ କିଛିମାସ ଧରି ଯୋଡ଼ା ପ୍ରୟୋଗଶାଳାରେ ଘଟି ଚାଲିଥିବାର ଏକ ସାଙ୍ଘାତିକ ଖବର ହସ୍ତଗତ ହୁଏରୁ ଜଣାପଡେ ଯେ ଦଶଜଣ ଗରିବ ଶ୍ରମିକ ଯୋଡ଼ା ପ୍ରୟୋଗଶାଳାରେ ନିଜର ଶ୍ରମଦାନ କରିବା ସହ ନିପୁଣ ଭାବରେ ନିଜର କାର୍ଯ୍ୟ ସମ୍ପାଦନା କରିବା ସୁଦ୍ଧା ଗତ କିଛିମାସ ଧରି ଅଦାଲତରୁ ନିର୍ଦ୍ଧେଶନାମା ଆସିବା ପରଠାରୁ ,ସେମାନଙ୍କୁ ବିଭାଗ କିମ୍ବା ଡ଼ିଡ଼ିସିଏ ଦାସମାତ ସୋରେନ ପକ୍ଷରୁ ବେତନ ନମିଳିବାରେ ଷଡଯନ୍ତ୍ର କିମ୍ବା ମାନ୍ୟବର ଅଦାଲତଙ୍କ  ଯାହାକୁ କେଉଁ ଆଇନ ବଳରେ ବିଭାଗୀୟ କର୍ମଚାରୀ ମୁରଲୀ ଦେ, ସସ୍ମିତା ବେହେରା, ବିନୀତ କୁମାର ପ୍ରଧାନ, ପ୍ରଶାନ୍ତ ବଦ୍ରା, ସ୍ୱାଧୀନ ବେହେରା ପ୍ରଭୁତି ଉକ୍ତ ଶ୍ରମିକଗଣଙ୍କୁ ନିଜ ଅଧିନସ୍ଥ ଦ୍ୱାରା ହିଁ ବେତନ ପ୍ରଦାନ କରନ୍ତି ଘଟଣା ଉପରେ ଖଣିବାସୀ ନିର୍ଭିକ ଭାବରେ ଶ୍ରୀ ରଜତ କରଙ୍କୁ(ଏଡିଜି)ସୂଚନା ପ୍ରଦାନ କରିବାରେ ଅନେକଙ୍କ ଆଶା ଓ ଭରଷା କରନ୍ତି ଯେ ସ୍ୱାଭିମାନୀ ନିର୍ଦ୍ଧେଶକ ରୋହିତ କୁମାର ନିଶ୍ଚୟ ଉଚିତ ପଦକ୍ଷେପ ଗ୍ରହଣ କରି ମାନ୍ୟବର ଅଦାଲତଙ୍କ ମର୍ଯ୍ୟାଦାଅଖୁର୍ଣ୍ଣ ରଖିବା ସହ ପ୍ରୟୋଗଶାଳାର ଉକ୍ତ ସମସ୍ତ ଗରିବ ଶ୍ରମିକଗଣଙ୍କୁ ଆଇନ ଅନୁଯାୟୀ ନିଜ’ନିଜ ଶ୍ରମର ମୂଲ ପ୍ରଦାନରେ ସୁବନ୍ଦୋବସ୍ତ କରିବା ବ୍ୟତୀତ ଗ୍ରେଡ଼-ଦୁର୍ନୀତିର ମୂଳ ଡ଼ିଡ଼ିସିଏ ସୋରେନ, ସସ୍ମିତା, ମୁରଲୀଙ୍କ ପ୍ରତି ଡିପାର୍ଟମେଣ୍ଟ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତ କଡା ନଜର ଖଣିବାସୀଙ୍କ ରହିଥିବାର ଜଣାପଡେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ସମ୍ବିଧାନ ଦିବସ ପାଳିତ

masiha

ନର ରୂପି ନାରାୟଣଙ୍କ ସେବା ଆଶ୍ରମ ଅଧ୍ୟକ୍ଷ ଡ ନୀଳକଣ୍ଠ ପାଢ଼ୀଙ୍କ ସହ ଆଶ୍ରମ କର୍ମକର୍ତ୍ତ ମାନଙ୍କ ମହାନତା

Sunil Chandra Nayak

କଳାହାଣ୍ଡି:ପୋଖରୀକୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!