ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ 

ଗୋଲାମୁଣ୍ଡା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ 

ଜୁନାଗଡ଼ (ମ ନି ସ):ଜୁନାଗଡ଼ ନିର୍ବାଚନ ମଣ୍ଡଳୀର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଜ୍ୟୋତି ପ୍ରକାଶ ତାଣ୍ଡି ଯୋଗଦାନ କରିଛନ୍ତି । ଗୋଲାମୁଣ୍ଡା ପୂର୍ବ ଥାନା ଅଧିକାରିଣୀ ଶ୍ରୀ ମତୀ ଶ୍ୱେତ ପଦ୍ମା ସେଠ୍ ଙ୍କୁ ଧର୍ମଗଡ ଥାନାକୁ ବଦଳି ପରେ ଏହି ପଦବୀ ଖାଲି ପଡିଥିବା ବେଳେ ମଙ୍ଗଳବାର ଶ୍ରୀ ତାଣ୍ଡି ଗୋଲାମୁଣ୍ଡା ଥାନା ଅଧିକାରୀ ଭାବରେ ଯୋଗଦାନ କରିଛନ୍ତି। ଶ୍ରୀ ତାଣ୍ଡି ଥାନା ରେ ଯୋଗ ଦେଇଥିବା ବେଳେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଗୋଲାମୁଣ୍ଡା ରେ , ରାତ୍ରିକାଳୀନ ପେଟ୍ରୋଲିଂ କଡାକଡୀ କରାଯିବା ପାଇଁ ଆଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳା ବଜାୟ ରଖି ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ସହ ଗୋଲାମୁଣ୍ଡା ଥାନା ଏକ ବ୍ୟାପକ ଅଂଚଳର ଜନସାଧାରଣଙ୍କ ସୁରକ୍ଷାର ଦୃଷ୍ଟି ରହିଛି, ତେଣୁ ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଶ୍ରୀ ଯୁକ୍ତ ତାଣ୍ଡି କହିଛନ୍ତି ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ନାଗାର୍ଜୁନ ମକର ଯାତ୍ରା ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଗୁରୁଦେବ ଶ୍ରୀରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ଶିଶାଖାଲ ଠାରେ +୩ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକଙ୍କ ପରିଦର୍ଶନ 

Sunil Chandra Nayak

ହଳଦୀ ଗ୍ରାମରେ ବାଲିଯାତ୍ରା ହେଲା ଉଦ୍ ଯାପନ

Sunil Chandra Nayak

Leave a Comment

error: Content is protected !!