ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

“ଗୁପ୍ତ ମେସିନ ନାମକୁ- ସଂପୃକ୍ତ ଅଧିକାରିଣୀ ଙ୍କ ଖେଳ” ଚାରି / କମ୍ପାନୀର ମାତ୍ରାଧିକ ପରୀକ୍ଷା କରୁଛି ଜଣେ ଅଧିକାରିଣୀ -ଏଡିଜିଙ୍କୁ ରିପୋର୍ଟ

ବଡ଼ବିଲ:-ଭାରତ’ବର୍ଷର ସାମ୍ବିଧାନିକ ନିୟମକୁ ଅତି ସହଜରେ ‘ଫୁ’ କରି, ଏଡେଇ ଦେବାର ତାକତ ରଖେ ଖଣି-ନିର୍ଦେଶଳୟ ତଥା ଖଣି-ନିର୍ଦ୍ଧେଶକଙ୍କ ଅଧିନସ୍ଥ ଯୋଡ଼ା ଡ଼ିଡ଼ିସିଏ ଦାସମାତ ସୋରେନ। ତେବେ ସେପରି ଯଦି ନକରିବ ଡ଼ିଡ଼ିସିଏ ଦାସମାତ ସୋରେନ,ତେବେ ନିଜ ଏବଂ ନିଜ’ଟିମ ସସ୍ମିତା /ମୁରଲୀର ନାନାଦି-ଦୁର୍ନୀତି କାର୍ଯ୍ୟକଳାପ ଏବଂ ଯୋଡ଼ା ଓ କୋଇଡା ଦୁଇ ଖଣିମଣ୍ଡଳର ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ ଦୀର୍ଘ ସମୟ ଧରି କରିଥିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଧରା ପଡ଼ିଯିବା ଭୟରେ,ଗଳାବାଟ ବିଭିର୍ଣ୍ଣ ଉପାୟ ବାହାର କରି,ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ସୋରେନ,ମୁରଲୀ ଏବଂ ସସ୍ମିତା ମୁକ୍ତିର ବାଟ ଖୋଜିବା ସହ ଅନ୍ୟଙ୍କୁ ଭୟବିତ ସହଜରେ କରିବା ଆରମ୍ଭ କରିଦେଇଥିବାର ବିଶ୍ଵସ୍ଥସୂତ୍ରରୁ ଜଣାପଡେ।ତେବେ ଏପରି ମହାଦୁର୍ନୀତିର ରୂପ ନେବାରେ, ଯୋଡ଼ା ପ୍ରୟୋଗଶାଳା ଡିଡିସିଏ ଦାସମାତ ସୋରେନ,ସସ୍ମିତା, ମୁରଲୀ ଏବଂ ଟ୍ରେ-ଚୋର’ଟିମଙ୍କ ଦାୟତ୍ୱରେ ଦୀର୍ଘ’ବର୍ଷ ଜେଡିସିଏ ସୁକାନ୍ତ ମିଶ୍ର ରହିଥିବା ସୁଦ୍ଧା ବ୍ୟତୀତ ଜେଡିସିଏ ମିଶ୍ର ଗତ 26.12.2022 ମସିହା ଠାରୁ 2024 ଶେଷ ପର୍ଯ୍ୟନ୍ତ ଦୀର୍ଘ ପ୍ରତ୍ୟେକ ମାସରେ ତିନିଦିନିଆ ଗସ୍ତ ଯୋଡ଼ା ପ୍ରୟୋଗଶାଳାକୁ ଆସୁଥିବା ସୁଦ୍ଧା ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ ରିପୋର୍ଟ ଦେବା, ଘରୋଇ ଖଣିକମ୍ପାନୀ ଲୋକ ସରକାରୀ ପ୍ରୟୋଗଶାଳାରେ ପସି ନିତିଦିନିଆ କାର୍ଯ୍ୟ କରିବା, କେଉଁ ନିୟମ ଅନୁଯାୟୀ କ୍ୟାମେରା ବିହୀନ ଗୃହରେ ବିଭାଗୀୟ ମୁରଲୀ ଦେ(ଆସିଷ୍ଟାଣ୍ଟ କେମିଷ୍ଟ)/ ଅଣବିଭାଗୀୟ କମ୍ପାନୀ ଷ୍ଟାଫ ଟ୍ୟୁବରେ ପାଉଡର ଭର୍ତ୍ତି କରିବା, ଗୁପ୍ତ ରେଣ୍ଡାମାଇଜେସନ ମେସିନ ଥିବା ସ୍ୱତ୍ୱେ କିପରି ଚାରି କମ୍ପାନୀଙ୍କ ନମୁନା ପରୀକ୍ଷା ଏକାକୀ ବହୁମାତ୍ରା ସସ୍ମିତା ବେହେରାକୁ ଈସୁ କରିବା,କେଉଁ ନିୟମ ଅନୁଯାୟୀ ଶ୍ରମିକ ବେତନ ବିଭାଗୀୟ କର୍ମଚାରୀ ଦେବା ଭଳି ସାଙ୍ଘାତିକ ଦୁର୍ନୀତି’ଅନୀତି କାର୍ଯ୍ୟକଳାପକୁ ବୁଝି ପାରିଲେ ନାହିଁ ‘କି’ ବୁଝି ରୋକିଲେ ନାହିଁ ଶ୍ରୀ ମିଶ୍ରର କାରଣ କଣ?ହେଲେ ସାଧାରଣ ଲୋକଙ୍କ ଅଭିଯୋଗ ପତ୍ରକୁ ବିଳମ୍ବ ନକରି ସରକାର ଯଥା ଶୀଘ୍ର ଶୁଣିବା ହୋଇଥିବାରୁ ଖଣି-ନିର୍ଦ୍ଧେଶଳୟର ନୂତନ ସ୍ୱାଭିମାନୀ ନିର୍ଦ୍ଧେଶକ ରୋହିତ କୁମାର ତୁରନ୍ତ ଯାଞ୍ଚ ନିମନ୍ତେ ଅତିରିକ୍ତ ନିର୍ଦ୍ଧେଶକ ରଜତ କୁମାର କରଙ୍କୁ ତିନିଦିନିଆ ଅବସରରେ ଆସିଥିବା ବେଳେ ଶ୍ରୀ କର ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ଦାସମାତ ସୋରେନ,ସସ୍ମିତା ବେହେରା ଏବଂ ମୁରଲୀ ଦେ ସମ୍ବନ୍ଧୀୟ ନାନାଦି ଦୁର୍ନୀତି’ଅନୀତି କାର୍ଯ୍ୟକଳାପ ବିଷୟକୁ ଖଣିବାସୀ ଶ୍ରୀ କରଙ୍କ ସମ୍ମୁଖରେ ହାତଲେଖା ଚିଠି, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଫୋଟ, ଭିଡିଓ ଉପସ୍ଥାପନ କରିଥିବାର ଜାଣିବାକୁ ମିଳେ।ଏବେ ଦେଖିବାକୁ ରହିଲା ସାଧାରଣ ଖଣିବାସୀଙ୍କ ସମସ୍ତ ସାହାଯ୍ୟ/ସହଯୋଗ ପାଇ,ଯାଞ୍ଚ କମିଟିର ଶ୍ରୀ ରଜତ କର(ଏଡିଜି)ଗ୍ରେଡ଼’ସ୍କାମର ହେଡ଼ ଡ଼ିଡ଼ିସିଏ ସୋରେନ,ମୁରଲୀ ଏବଂ ଗୁପ୍ତ ରେଣ୍ଡାମାଇଜେସନ ମେସିନ ଥିବା ସ୍ୱତ୍ୱେ ଚାରି କମ୍ପାନୀର ନମୁନା ପରୀକ୍ଷା ଏକାକୀ ସସ୍ମିତା କିପରି କରିବା ହୋଇଲା ଉପରେ ବଦଳି ବ୍ୟତୀତ କଡା’କାର୍ଯ୍ୟାନୁଷ୍ଠାନ ରାଜ୍ୟହିତ ତଥା ସରକାରଙ୍କୁ ଭ୍ରମମାତ୍ମକରେ ରାଜସ୍ୱହ୍ରାସ କରିଥିବାଙ୍କୁ ଖଣି-ନିର୍ଦ୍ଧେଶଳୟ ପକ୍ଷରୁ ଶ୍ରୀମାନ ନିର୍ଦ୍ଧେଶକ କେବେ ଗ୍ରହଣ କରୁଛନ୍ତିର ଅପେକ୍ଷାରେ ଖଣିବାସୀ ରହିଥିବାର ଜଣାପଡେ।

Related posts

ଅରୂପ କୁମାର ବିଶ୍ବାଳ ଙ୍କ କବିତା ଘରେ ଘରେ ତ୍ରୀରଙ୍ଗା

Sunil Chandra Nayak

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ , ଧର୍ମଗଡ ବ୍ଲକ ର ସାଂଗଠାନିକ ନିର୍ବାଚନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!