ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ 

କଟକ : କଟକ ସଦର ଖଣ୍ଡେଇତା ଗ୍ରାମର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମର ବୀର ପୁରୁଷ ଆନନ୍ଦ ଚନ୍ଦ୍ର ବେହେରାଙ୍କ ୪ର୍ଥ ବାର୍ଷିକୀ ଶ୍ରାଦ୍ଧ ଉତ୍ସବରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟପୂଜା ଭବନରେ ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜା,ଉପସଭାପତି ଉପେନ୍ଦ୍ର ବାରିକ,ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ,ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ଛାତ୍ର ଛାତ୍ରୀ ରାକେଶ ଦାସ,ଅଭିଷେକ ମହାନ୍ତି, ପ୍ରସନ୍ନ ସ୍ୱାଇଁ,ସାଇ ଶ୍ରୀ ବେହେରା, ସୌରଭ ବେହେରା,ବିଶ୍ୱଜିତ୍ ସ୍ୱାଇଁ , ସୁଜିତ୍ ମଲ୍ଲିକ,ସୁଭାରଜ୍ ମହାନ୍ତି, ରିକି ମହାନ୍ତି,ବିଜୟ ଲକ୍ଷ୍ମୀ ପଣ୍ଡା,ତେଜସ୍ଵୀନି ଦାସ,ସ୍ନେହ ଦାସ, ଲକ୍ଷ୍ମୀ ପ୍ରିୟା ମହାନ୍ତି,ଅଦ୍ୟାଶା ବେହେରା,ଶ୍ରଦ୍ଧାଞ୍ଜଳି ଦାସ,ଶୁଭଶ୍ରୀ ସ୍ୱାଇଁଙ୍କ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ସମୂହ ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଖାତିଗୁଡା ପୋଲିସ ଏବଂ ଶ୍ରମିକ ଙ୍କୁ ଉଦ୍ଧାରରେ ସହଯୋଗ କାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗ୍ରାମବାସୀ 

ଵହଳଦା ଥାନା ! ତେନ୍ତଳା ଗ୍ରାମରେ ସାପ କାମୁଡ଼ାରେ କିଶୋରୀ ମୃତ 

masiha

୭ରେ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକୋତ୍ସବ  କବି ସୁଶାନ୍ତ ରଣା ପାଇବେ ଅ’ ପ୍ରତିଭା ସମ୍ମାନ

masiha

Leave a Comment

error: Content is protected !!