ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାୟୀ ଗ୍ରାମ୍ୟ ଜୀବିକା ସହ ମୁଖ୍ୟ ଯୋଜନାରେ ମିଶ୍ରଣ ସୁନିଶ୍ଚିତ ଉପରେ ତାଲିମ୍ କାର୍ଯ୍ୟକ୍ରମ 

ସ୍ଥାୟୀ ଗ୍ରାମ୍ୟ ଜୀବିକା ସହ ମୁଖ୍ୟ ଯୋଜନାରେ ମିଶ୍ରଣ ସୁନିଶ୍ଚିତ ଉପରେ ତାଲିମ୍ କାର୍ଯ୍ୟକ୍ରମ 

ଡାବୁଗାଁ, ୧୯ /୩ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସ୍ଥାୟୀ ଗ୍ରାମ୍ୟ ଜୀବିକା ସହ ମୁଖ୍ୟ ଯୋଜନାରେ ମିଶ୍ରଣ ସୁନିଶ୍ଚିତ ଉପରେ ତାଲିମ୍ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସ୍ଥାୟୀ ଗ୍ରାମ୍ୟ ଜୀବିକା ସହ ମୁଖ୍ୟ ଯୋଜନାରେ ମିଶ୍ରଣ ସୁନିଶ୍ଚିତ କରିବା ଉପରେ ତାଲିମ୍ ଦିଆଯାଇଥିଲା l ଏଥିରେ ପ୍ରଶିକ୍ଷକ ଭାବେ ବିଡ଼ିଓ ଶରତ ମାଝୀ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ ଓ ଓ ଏଲ ଏମ ବିପିଏମ ଦୀପ୍ତି କିଶୋର ନାୟକ ପ୍ରମୁଖ ତାଲିମ ଦେଇଥିଲେ l ଏଥରେ ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ତାଲିମ ନେଇଥିଲେ l ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ଦକ୍ଷତା ବ୍ଲକ ସହାଭାଗୀ ମୋନାଲ ପରିଡା ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ମାଟ୍ରିକ୍ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କୁ ବାର୍ଷିକ ଯଜ୍ଞ ଅବସର ରେ “ସଖୀବଟ ସେବା ସମ୍ମାନ” ରେ ସମ୍ବର୍ଦ୍ଧିତ

masiha

ପୋଡାଗଡ ପର୍ଜ୍ୟଟନ ସ୍ଥଳୀରେ 5t ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ , ପରିଦର୍ଶନ କଲେ ପର୍ଜ୍ୟଟନ ସ୍ଥଳୀ ସମସ୍ୟା ଉପରେ ଅବଗତ ହେଲେ

Sunil Chandra Nayak

Leave a Comment

error: Content is protected !!