ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାୟୀ ଗ୍ରାମ୍ୟ ଜୀବିକା ସହ ମୁଖ୍ୟ ଯୋଜନାରେ ମିଶ୍ରଣ ସୁନିଶ୍ଚିତ ଉପରେ ତାଲିମ୍ କାର୍ଯ୍ୟକ୍ରମ 

ସ୍ଥାୟୀ ଗ୍ରାମ୍ୟ ଜୀବିକା ସହ ମୁଖ୍ୟ ଯୋଜନାରେ ମିଶ୍ରଣ ସୁନିଶ୍ଚିତ ଉପରେ ତାଲିମ୍ କାର୍ଯ୍ୟକ୍ରମ 

ଡାବୁଗାଁ, ୧୯ /୩ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସ୍ଥାୟୀ ଗ୍ରାମ୍ୟ ଜୀବିକା ସହ ମୁଖ୍ୟ ଯୋଜନାରେ ମିଶ୍ରଣ ସୁନିଶ୍ଚିତ ଉପରେ ତାଲିମ୍ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସ୍ଥାୟୀ ଗ୍ରାମ୍ୟ ଜୀବିକା ସହ ମୁଖ୍ୟ ଯୋଜନାରେ ମିଶ୍ରଣ ସୁନିଶ୍ଚିତ କରିବା ଉପରେ ତାଲିମ୍ ଦିଆଯାଇଥିଲା l ଏଥିରେ ପ୍ରଶିକ୍ଷକ ଭାବେ ବିଡ଼ିଓ ଶରତ ମାଝୀ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ ଓ ଓ ଏଲ ଏମ ବିପିଏମ ଦୀପ୍ତି କିଶୋର ନାୟକ ପ୍ରମୁଖ ତାଲିମ ଦେଇଥିଲେ l ଏଥରେ ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ତାଲିମ ନେଇଥିଲେ l ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ଦକ୍ଷତା ବ୍ଲକ ସହାଭାଗୀ ମୋନାଲ ପରିଡା ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଦଶମାଇଲି ବଜାର ଜବର ଦଖଲ ଯୋଗୁଁ ବଢୁଛି ଦୁର୍ଘଟଣା

masiha

ଅପରାହ୍ନର କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ବିରାଟ ଗଛ ଓ ଦୋକାନର ବୋର୍ଡ

ଜିଲ୍ଲା ସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ 

masiha

Leave a Comment

error: Content is protected !!