ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ ଭଗତ ସିଂହଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

ସହିଦ ଭଗତ ସିଂହଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

କଟକ : ଅବିଭକ୍ତ ଭାରତର ଲୟର ପୁର ଜିଲ୍ଲାର ବଂଗା ଠାରେ ଜନ୍ମ ଗ୍ରହଣ କରିଥିଲେ ମାଟି ମାର ବୀର ସନ୍ତାନ ଭଗତ ସିଂହ । ସେ ଥିଲେ ଜଣେ କ୍ରାନ୍ତିକାରୀ । ଏତଦ୍ ବ୍ୟତୀତ ସେ ଜଣେ ସୁବକ୍ତା,ଦାର୍ଶନିକ, ଲେଖକ ଓ ସାମ୍ୱାଦିକ ଥିଲେ । ସେ ଇଂରେଜ ଅଫିସର ଙ୍କୁ ହତ୍ୟା କରି ୧୯୩୧ରେ ଫାଶୀ ଖୁଣ୍ଟରେ ଝୁଲି ଥିଲେ । ତାଙ୍କର ପୁଣ୍ୟ ତିଥିରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନରେ ସେହି ମହାନ ଆତ୍ମାର ସ୍ମୃତି ଚାରଣ କରାଯାଇ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଥିଲା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଟ୍ବେଲ ପକ୍ଷରୁ ରାଉରକେଲାର ମାନସୀ ଦାସମହାପାତ୍ରଙ୍କୁ ଭାରତ ଆଇକନିକ୍ ପୁରସ୍କାର ୨୦୨୬

କଳାହାଣ୍ଡି:ହାତୀ ନଦୀ ରେ ବନ୍ୟା ପରିସ୍ଥିତି ! ଇନ୍ଦ୍ରାବତୀ ଜଳ ଭଣ୍ଡାର ହାତୀ ବ୍ୟାରେଜ ରୁ ଛଡ଼ାଗଲା ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ। ହାତୀ ବ୍ୟାରେଜରୁ ୪୧୨ କ୍ୟୁମେକ୍ସ ବନ୍ୟା ଜଳ ନିଷ୍କାସନ….

Sunil Chandra Nayak

୭୪ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଗଛ ଲଗେଇବା ପାଇଁ ଶପଥ ପାଠ 

Leave a Comment

error: Content is protected !!