ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ ଭଗତ ସିଂହଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

ସହିଦ ଭଗତ ସିଂହଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

କଟକ : ଅବିଭକ୍ତ ଭାରତର ଲୟର ପୁର ଜିଲ୍ଲାର ବଂଗା ଠାରେ ଜନ୍ମ ଗ୍ରହଣ କରିଥିଲେ ମାଟି ମାର ବୀର ସନ୍ତାନ ଭଗତ ସିଂହ । ସେ ଥିଲେ ଜଣେ କ୍ରାନ୍ତିକାରୀ । ଏତଦ୍ ବ୍ୟତୀତ ସେ ଜଣେ ସୁବକ୍ତା,ଦାର୍ଶନିକ, ଲେଖକ ଓ ସାମ୍ୱାଦିକ ଥିଲେ । ସେ ଇଂରେଜ ଅଫିସର ଙ୍କୁ ହତ୍ୟା କରି ୧୯୩୧ରେ ଫାଶୀ ଖୁଣ୍ଟରେ ଝୁଲି ଥିଲେ । ତାଙ୍କର ପୁଣ୍ୟ ତିଥିରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନରେ ସେହି ମହାନ ଆତ୍ମାର ସ୍ମୃତି ଚାରଣ କରାଯାଇ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଥିଲା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବଡ଼ବିଲରେ ଅବୈଧ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

Sunil Chandra Nayak

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଶୀତ ବସ୍ତ୍ର ଓ ପୋଷାକ ବଣ୍ଟନ

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

Sunil Chandra Nayak

Leave a Comment

error: Content is protected !!