ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବଶର ପ୍ରାପ୍ତ ଶିକ୍ଷକ ଙ୍କ ବିଧାୟ କାଳିନ ସମ୍ଭର୍ଦ୍ଧନା

ଆବଶର ପ୍ରାପ୍ତ ଶିକ୍ଷକ ଙ୍କ ବିଧାୟ କାଳିନ ସମ୍ଭର୍ଦ୍ଧନା

ବନ୍ଧୁଗାଁ ତା, ୧/୪/୨୫, ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇ ମଣିଷ କରିଥିବା ବ୍ୟକ୍ତି ଙ୍କ ମଧ୍ୟରୁ ଆଉ କିଏ ନାହାନ୍ତି I ଶିକ୍ଷା ଓ ଭଲ ବୁଦ୍ଧି ଓ ଜୀବନକୁ ଉତ୍ତମ ରୂପରେ ମୁଣ୍ଡ ଉପରକୁ ଉଠେଇ ସମାଜରେ ହିଜତ ସହିତ ବଞ୍ଚିବାର ଅଧିକାର ପାଇଁ ଜିଏ ଦେଇ ଥାନ୍ତି କି ସିଏ ଆଉ କେଇ ନୁହଁନ୍ତି ଜଣେ ମହାନ ବ୍ୟକ୍ତିଙ୍କୁ ବୁଝାଏ ସେହି ମହାନ ବ୍ୟକ୍ତି ଜଣକ ହେଲେ ସର୍ବ ପ୍ରଥମେ ଶିକ୍ଷା ଦେଉଥିବା ଶିକ୍ଷକ o ଶିକ୍ଷୟତ୍ରୀ ସେଥିରୁ ଜଣକ ହେଲେ ମୁରଳିଧର ସାହୁ ଙ୍କ ନାଁମ ସର୍ବ ପ୍ରଥମେ ଆସେ I ସର୍ବ ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ପେଦା ଅଲଡ଼ା ପଞ୍ଚାୟତର ଉଚ୍ଚ ପ୍ରାଥମିକ ଟି ଆର ଡବ୍ଲ୍ୟୁ ବିଦ୍ୟାଳୟ ଠାରେ ରହିଥିଲେ ଓ ପରେ ୧୯୯୭ ମସିହାରେ ଦାସିନୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ନିଯୁକ୍ତି ପାଇଥିଲେ ସେଠାରେ ୧୮ ମାସ ବର୍ଷ ଧରି ଶିକ୍ଷକ ଭାବରେ ଛାତ୍ରଓ ଛାତ୍ରୀଙ୍କୁ ଶିକ୍ଷା ଦେଇଥିଲେ I ଓ ପରେ କୁମ୍ଭାରି ପୁଟ ପଞ୍ଚାୟତର ଗିଣିଜି ଖାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ୧୯୯୮ ମସିହାରୁ ୨୦୧୩ ପର୍ଯ୍ୟନ୍ତ ରହି ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦେଇଥିଲେ I ୨୦୧୩ ରୁ ୨୦୧୭ ପର୍ଯ୍ୟନ୍ତ ଗୁଲୁମିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଥିଲେ I ୨୦୧୭ ରୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଭାବରେ କୁଟ୍ରାବେଡା ପଞ୍ଚାୟତର ବୋଇର ପୁଟ ପ୍ରାଥମିକ ବିଦ୍ୟାଳୟ ଠାରେ ଦାୟୀତ୍ୱ ତୁଳାଇଥିଲେ ଓ ବୋଇରୀ ପୁଟ ବିଦ୍ୟାଳୟ ଠାରେ ହିଁ ଆଜି ତାଙ୍କର ଆବଶରର ବିଦାୟ କାଳିନ ଆବଶର ର ସମ୍ଭର୍ଦ୍ଧନା କୋରାଯାଇଥିଲା ଇ ତାଙ୍କ ଜୀବନରେ ୧୯୯୧ ମସିହାରୁ ଶିକ୍ଷାଗତରେ ଛାତ୍ରଛାତ୍ରୀଙ୍କ ଠାରେ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ନିଜ ଦାୟୀତ୍ୱ କୁ ସୂଚାରୁ ରୂପରେ ତୁଲାଇ ଥିବାର ଅଞ୍ଚଳ ବାସି ଆଜି ଦୁଃଖ ପ୍ରକାଶ କରିଥିଲେ I ବିଦ୍ୟାଳୟ ଠାରେ ୩୩ ବର୍ଷଧରି ଶିକ୍ଷକ ଭାବରେ ଦାୟୀତ୍ୱ ତୁଳାଇ ଛାତ୍ରଓ ଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଦେଇ ଆସୁଥିଲେ I ଆଜିର ଏହି ବିଦାୟ କାଳିନ ଆବଶରର ସମୟରେ ଡ଼ୁମା ଡଙ୍ଗର ଗ୍ରାମର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହି ଓ କୁମ୍ଭାରି ପୁଟ କଲେଜର ଅଧ୍ୟାପକ, ଜାଗୁଗୁଡା ବିଦ୍ରୋହ ଏସଏମସି ସଭାପତି ରାଜୁ କାଳ୍ପା ଓ ଅନ୍ୟାନ୍ୟ ବିଦ୍ୟାଳୟ ର ଶିକ୍ଷକ ଙ୍କ ଉପସ୍ଥିରେ ଆଜି ମୁରଳି ସାହୁ ଙ୍କୁ ଅବଶର ବିଦାୟ କାଳିନ ସମ୍ଭର୍ଦ୍ଧନାଁ ଜଣାଇଥିଲେ I 

  ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରାମଚରିତ ମାନସ ପାରାୟଣ ଓ ପ୍ରବଚନ 

masiha

ଘରୋଇ ବିଦ୍ୟୁତ ବିତରଣ କମ୍ପାନୀର ମନୋମୁଖୀ : ବିପଦଶଙ୍କୁଳ ସ୍ଥିତିରେ ବିଦ୍ୟୁତ ଖମ୍ବ ରଖି ଚୁପ

masiha

ଅପହରଣ ପ୍ରସଙ୍ଗରେ ଏଗାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!