ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାରିଙ୍ଗ ଠାରେ ରକ୍ତଦାନ ଶିବିର ୬୦ ୟୁନିଟ ରକ୍ତ ସଂଗୃହୀତ 

ଜାରିଙ୍ଗ ଠାରେ ରକ୍ତଦାନ ଶିବିର ୬୦ ୟୁନିଟ ରକ୍ତ ସଂଗୃହୀତ 

ଜୁନାଗଡ଼ ୧/୪ ( ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ଠାରେ ନବମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ କାର୍ଯ୍ୟଳୟ ଠାରେ ସମ୍ବାଦ ଆମ ଓଡ଼ିଶା , ନବମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ ଓ ଅଶ୍ଵନି କୁମାର କଳାହାଣ୍ଡି ବୈଦ୍ୟ ସଂଘ କଳାହାଣ୍ଡିର ମିଳିତ ଆନୁକୂଲ୍ୟରେ ଉତ୍କଳ ଦିବସ ଏବଂ ପୋଲିସ ପ୍ରତିଷ୍ଠା ଦିବସରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଥିଲା ।ଏହି ଶିବିରକୁ ନବମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀର ଭାରପ୍ରାପ୍ତ ଦୁର୍ଗପତି ଜିତେନ୍ଦ୍ର କୁମାର ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ ।ଏହି ରକ୍ତଦାନ ଶିବିର ର ମୁଖ୍ୟ ଉଦ୍ୟୋଗୀ ପ୍ରକୃତି ବନ୍ଧୁ ଯତୀନ୍ଦ୍ର କର ସମାଜସେବୀ ତଥା ସଭାପତି ଅଶ୍ଵିନି କୁମାର ବୈଦ୍ୟ ସଂଘ କଳାହାଣ୍ଡି ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ସମ୍ବାଦ ର ଏଭଳି କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସଂଯୋଜନା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ପଟ୍ଟ।ୟତ ସାହୁ ,ଜୁନାଗଡ଼ ମେଡିକାଲ ଅଫିସର ଡ.ଭଗବାନ ପଣ୍ଡା ,ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ,ସମ୍ବାଦ ସାହିତ୍ୟ ଘରର ସଭାପତି ଅଶୋକ ପଟ୍ଟନାୟକ , ସମାଜସେବୀ ଉଦ୍ଧବ ଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ଜୁନାଗଡ଼ ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛ ତ୍ରିଆଙ୍କ ନେତୃତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ମୋଟ ୬୦ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ଏଥିରେ ରକ୍ତଦାତା ଭାବରେ ମନୁ ପାତ୍ର ,ଗଗନ ବିହାରୀ ନାୟକ ,ଗୌତମ ପ୍ରଧାନ ,ହରିଶଙ୍କର ସର।ଫ, ଡୋ ଲ ମଣି ଭୋଇ ,ମହେନ୍ଦ୍ର କୁମାର ଶବର ,ଦେବାଶିଷ ପ୍ରସାଦ ସାହୁ ,ବଳରାମ ବେନିଆ ,ସତ୍ୟବ୍ରତ ମେହେର ,ଦିଲିପ ବିଶ୍ୱାଳ ,ବିକ୍ରମ କୁମାର ଦାସ ,ଯଶ କୁମାର ପ୍ରଧାନ , ଜ୍ଞାନସ ରାମ ସାହୁ ,ସୁକନ ନ।ଏକ ,ମାନସ କୁମାର ପୁଷ୍ଟି ,ହେମନ୍ତ ଚନ୍ଦନ ,ରଶ୍ମି ନାରାୟଣ ପ୍ରଧାନ ,ବିବେକାନନ୍ଦ ଭୋଇ ,ଅରୁଣ କୁମାର ମୁଣ୍ଡ ,ନିତ୍ୟା ନନ୍ଦ ସୁନା ,ସୁନୀଲ କୁମାର ସେଠୀ ,ଦୁର୍ଯୋଧନ ବେହେରା ,ବିକ୍ରମ ବାଗ ,ହେମ ସାଗର ନ।ଏକ ,ରାଜୀବ ଲୋଚନ ସେଠ ,ନରେଶ ଚନ୍ଦ୍ର କାଲୋ , ସୁମନ ବାଦୀ ,ସଞ୍ଜିତ କୁମାର ସ୍ୱାଇଁ ,ଉପେନ୍ଦ୍ର କୁମାର କର (ଅଭିଜିତ),ଗଗନ କଲ୍ୟାଣ ମହନ୍ତ ,ଦୁର୍ଯୋଧନ ଗଉଡ଼ ,ରାକେଶ ବାଗ ,ତପନ କୁମାର ବିଶ୍ବାଳ ,ଯତୀନ୍ଦ୍ର କୁମାର ପ୍ରଧାନ ,ଦେବ ଧ ଙ୍ଗ ଡ଼ା ମାଝି ,ପ୍ରଦୀପ ନିଆଲ ,ଦୟାନିଧି ନିଆଲ ,ମୁକୁନ୍ଦ ଭୋଇ ,ସୌମ୍ୟରଂଜନ କର ,ଦୀପ୍ତି ମାନ ପାଣିଗ୍ରାହୀ , ସଂଜୀବ କୁମାର ବେହେରା ,ହେମନ୍ତ କୁମାର ପ୍ରଧାନ ,ରମାକାନ୍ତ ଝାଙ୍କର , ରାଜୁ ରଣା ,ଧର୍ମୁ ନ।ଏକ ,ରମେଶ ଚନ୍ଦ୍ର ବିଶ୍ୱାଳ ,ବରୁଣ ମହାନନ୍ଦ ,ଦିଗ ବାଗ ଏବଂ ପିଣ୍ଟୁ ଚଣ୍ଡି ପ୍ରମୁଖ ରକ୍ତ ଦାନ କରିଥିଲେ ।ଏଥିରେ ନବମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀର ଜବାନ ଏବଂ ଅଶ୍ଵିନି କୁମାର ବୈଦ୍ୟ ସଂଘର କର୍ମ କର୍ତ୍ତା ମାନେ ହି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ ଭବାନୀ ପାଟଣା ବ୍ଲଡ଼ ବ୍ୟାଙ୍କରୁ ଡାକ୍ତର ବିବେନ୍ଦୁ ବଳ ଏବଂ ଟେକ୍ନିସିଅନ ଅଜିତ ନ।ଏକ ,ଗିରିଶ ଚନ୍ଦ୍ର ନ।ଏକ ,କୃଷ୍ଣ ଚନ୍ଦ୍ର ସାହୁ ,ସଂଜୀବ ମହାକୁଡ଼ ଏବଂ କିଶୋର ଚନ୍ଦ୍ର ସାହୁ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।କାର୍ଯ୍ୟକ୍ରମ ରେ ଶଙ୍କର ଲାଲ ପ୍ରଧାନ ,କୃଷ୍ଣ ଚନ୍ଦ୍ର ପ୍ରଧାନ ,ମଦନ କୁମାର ଶବର ,ଅଜିତ ସା ,ବିବିଶ୍ଵ ବାଗ ,ଅଭିନବ ସେଠି ଏବଂ ଜ୍ଞାନେନ୍ଦ୍ର ଚଳାନ ପ୍ରମୁଖ ସହଯୋଗ କରିଥିବା ବେଳେ ଦୁର୍ଯୋଧନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଅଞ୍ଚଳ ରେ ନବମ ପୋଲିସ ବାଟାଲିୟନ ର ରକ୍ତଦାନ ଜୀବନ ଦାନ କାର୍ଯ୍ୟକ୍ରମ କୁ ପ୍ରକୃତି ବନ୍ଧୁ ଯତୀନ୍ଦ୍ର କର ଓ ଅଞ୍ଚଳବାସୀ ଭୂ ପ୍ରଶଂସିତ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କୋକସରା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା 

Sunil Chandra Nayak

ଦୁଇ ବାଇକ ମୁହାଁ ମୁହଁ ଧକ୍କା,ଜଣେ ମୃତ ଦୁଇଜଣ ଗୁରୁତର

masiha

ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ ଆର୍ଥିକ ସାକ୍ଷରତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଆରବିଆଇ ଜିଏମ

Sunil Chandra Nayak

Leave a Comment

error: Content is protected !!