ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରାୟଣପାଟଣା ଓଡିଆପେଣ୍ଠ ନିକଟରେ ବାଇକ ଅଟୋ ଧକ୍କା ଜଣେ ମୃତ୍ୟୁ ଜଣେ ଗୁରୁତ୍ବର 

ନାରାୟଣପାଟଣା ଓଡିଆପେଣ୍ଠ ନିକଟରେ ବାଇକ ଅଟୋ ଧକ୍କା ଜଣେ ମୃତ୍ୟୁ ଜଣେ ଗୁରୁତ୍ବର 

ବନ୍ଧୁଗାଁ ତା, ୧୧/୪/୨୫,ଆଜି ଅପରାହ୍ନ ସମୟରେ ନାରାୟଣ ପାଟଣା ଥାନା ଅନ୍ତର୍ଗତ ନାରାୟଣପାଟଣା ବ୍ଲକର ଓଡିଆପେଣ୍ଠ ନିକଟରେ ଏକ ବାଇକ ଡିସ୍କୋବର ଓଡି ୦୭ w ୩୭୨୮ ଓ ଅଟୋ ଗାଡି ନମ୍ବର ଓଡି ୧୮ ୨୦୫୨ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ବର ଥିବା ପ୍ରାଥମିକ ସୂଚନା ମିଳିଥିବା ଅନୁଯାଇ । ମୃତ ବ୍ୟକ୍ତି ଜଣକ ଟିକିରିରୁ ନିଜ ଶାଶୁଘର ଓଡିଆପେଣ୍ଠ ଆସିଥିବା ବେଳେ ଏକ ଅଟୋ ସହ ଓଡିଆପେଣ୍ଠ ନିକଟରେ ହି ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା ଦୁଇ ଜଣ ଦୁର୍ଘଟଣା ଗସ୍ତ ହୋଇଛନ୍ତି। ଦୁଇ ଜଣଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ନେଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତ୍ବର ଥିବା ସଂଧ୍ଯା ୫ଟା ସମୟରେ ପ୍ରାଥମିକ ସୂଚନା ଅନୁଯାଇ ବର୍ତମାନ ଅଟ ଗାଡି ଚାଳକ ଫେରର ହୋଇଥିବା ସହ ଅଟଗାଡି ମଧ୍ୟ ଉକ୍ତ ଘଟଣା ସ୍ଥାନରେ ନଥିବାର ଜାଣିବାକୁ ମିଳି ଓ ବାଇକ ଅଟକ ରଖିଥିବାର ବିଶେଷ ସୂତ୍ରରୁ ଖବର ଲେଖିବା ସମୟରେ ଜାଣିବାକୁ ପାଇଛୁ I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ 

masiha

ରାଇରଙ୍ଗପୁର ବନଖଣ୍ଡ ; ୩ ଦଫା ଦାବି ନେଇ କଳାଵ୍ଯାଚ ପିନ୍ଧି ବନ କର୍ମଚାରୀଙ୍କ ପ୍ରତିବାଦ; ଦାବି ପୂରଣ ନ ହେଲେ ଜୁନ ୨୨ ରୁ ସାମୁହିକ ଛୁଟି ନେଇ ଚେତାବନୀ

masiha

Leave a Comment

error: Content is protected !!