ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜନ୍ମମହୋତ୍ସବ ୨୦୨୫ 

ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜନ୍ମମହୋତ୍ସବ ୨୦୨୫ 

ଭବାନୀପାଟଣା -୧୩/୧୪/୧୫ ତିନିଦିନ ଧରି ମେଦିନୀପୁର ଠାରେ ମହୋତ୍ସବ ଆୟୋଜନ କରାଯାଇଛି,ପ୍ରଥମ ସଂଧ୍ୟା ରେ ଭଜନ ସମାରୋହ ରେ ଜିଲ୍ଲା ର ନାମି କଳାକାର ମାନଙ୍କୁ ନେଇ ପରିବେଶଣ କରାଯାଇଥିଲା, ଏଥିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦିଲୀପ ଜାନି, ଭୁବନେଶ୍ୱର ନାଏକ, ସୁନନ୍ଦା ମିଶ୍ର ଓଦିବାକର ସାହୁ ଙ୍କ କଣ୍ଠରେ ସୁମଧୁର ସଂଗୀତ ରେ ଦର୍ଶକ ବେଶ ବିମୋହିତ ହୋଇଥିଲେ।

ଏହି ଅବସରରେ ରେ (ବଜରଙ୍ଗୀ ସଂଗୀତ ସମ୍ମାନ) ଜିଲ୍ଲାର ସୁନାମଧନ୍ୟ କଳାକାର ତଥା ସଂଗୀତ ନିର୍ଦେଶକ ଶ୍ରୀଯୁକ୍ତ ରଜନୀ କାନ୍ତ ମୁନି ଙ୍କୁ ସମ୍ମାନୀତ କରାଯାଇଥିଲା,ପ୍ରଥମ ରଜନୀ ର ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସନ୍ତୋଷି ଦାସ,ମୁଖ୍ୟ ବକ୍ତା ଦୀପକ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଶ୍ରମିଷ୍ଠାଦେଇ , ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ଭକ୍ତ ରାଜ ନାଏକ,ସଭାପତି ଶ୍ରୀ ଯୁକ୍ତ ତ୍ରୀମୋହ ସାହୁ, ଶ୍ରୀ ଦେବେନ୍ଦ୍ର ସାହୁ ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

( ମ ନି ସ )

Related posts

ବିଡମ୍ବନା !!  କୁମ୍ଭାରୀ ଗ୍ରାମର ସର୍ଵ ସାଧାରଣ ରାସ୍ତାରେ ଖେଳୁଛି ହଂସ 

Sunil Chandra Nayak

ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ମୁକ୍ତମଞ୍ଚ ନାଟକ ମହୋତ୍ସବ-୨୦୨୫ ଆସନ୍ତା ୧୫ରୁ.

Sunil Chandra Nayak

ନିପା ସଂଘ ଦ୍ଵାରା ଇଣ୍ଡିଆନ ଖ୍ରୀଷ୍ଟିଆନ ଦିବସ ପାଳିତ 

Leave a Comment

error: Content is protected !!