ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜନ୍ମମହୋତ୍ସବ ୨୦୨୫ 

ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜନ୍ମମହୋତ୍ସବ ୨୦୨୫ 

ଭବାନୀପାଟଣା -୧୩/୧୪/୧୫ ତିନିଦିନ ଧରି ମେଦିନୀପୁର ଠାରେ ମହୋତ୍ସବ ଆୟୋଜନ କରାଯାଇଛି,ପ୍ରଥମ ସଂଧ୍ୟା ରେ ଭଜନ ସମାରୋହ ରେ ଜିଲ୍ଲା ର ନାମି କଳାକାର ମାନଙ୍କୁ ନେଇ ପରିବେଶଣ କରାଯାଇଥିଲା, ଏଥିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦିଲୀପ ଜାନି, ଭୁବନେଶ୍ୱର ନାଏକ, ସୁନନ୍ଦା ମିଶ୍ର ଓଦିବାକର ସାହୁ ଙ୍କ କଣ୍ଠରେ ସୁମଧୁର ସଂଗୀତ ରେ ଦର୍ଶକ ବେଶ ବିମୋହିତ ହୋଇଥିଲେ।

ଏହି ଅବସରରେ ରେ (ବଜରଙ୍ଗୀ ସଂଗୀତ ସମ୍ମାନ) ଜିଲ୍ଲାର ସୁନାମଧନ୍ୟ କଳାକାର ତଥା ସଂଗୀତ ନିର୍ଦେଶକ ଶ୍ରୀଯୁକ୍ତ ରଜନୀ କାନ୍ତ ମୁନି ଙ୍କୁ ସମ୍ମାନୀତ କରାଯାଇଥିଲା,ପ୍ରଥମ ରଜନୀ ର ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସନ୍ତୋଷି ଦାସ,ମୁଖ୍ୟ ବକ୍ତା ଦୀପକ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଶ୍ରମିଷ୍ଠାଦେଇ , ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ଭକ୍ତ ରାଜ ନାଏକ,ସଭାପତି ଶ୍ରୀ ଯୁକ୍ତ ତ୍ରୀମୋହ ସାହୁ, ଶ୍ରୀ ଦେବେନ୍ଦ୍ର ସାହୁ ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

( ମ ନି ସ )

Related posts

ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 66ତମ ଜନ୍ମଦିନ ପାଳିତ

masiha

କୁତୁର୍ଲା ଗାଁ ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

କଂକ୍ରିଟ ରାସ୍ତାର ମହାଦୁର୍ନୀତି , ୪ ମାସ ଭିତରେ କଂକ୍ରିଟ ରାସ୍ତା ଖଣ୍ଡ ଖଣ୍ଡ 

Sunil Chandra Nayak

Leave a Comment

error: Content is protected !!