ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାସନ୍ସ ଜାଲ ରେ ଜଳ ବିଭାଜିକା କର୍ମୀ

ଭିଜିଲାସନ୍ସ ଜାଲ ରେ ଜଳ ବିଭାଜିକା କର୍ମୀ

ନୂଆପଡା ଜିଲ୍ଲା ଖଡିଆଳ ଜଳ ବିଭାଜିକା ପ୍ରକଳ୍ପରେ ୨୦୨୨/୨୩ ମସିହାରେ ଚେକ ଡେମ ଓ ଫିଲଡ଼ ବାଇଣ୍ଡିଙ୍ଗ ଓ ଲୁଜ ବୋଲ୍ଡର କାର୍ଯ୍ୟ କରି ୫୬,୯୩,୯୫୭ ଟଙ୍କା ସରକାରୀ ଅର୍ଥ ଅନୀୟମୀତତା ଅଭିଯୋଗରେ କାର୍ଯ୍ୟରତ ଲାଷ୍ମୀଧର ରାଉତରାୟ ଜିଲ୍ଲା ନୟାଗଡ, ଥାନା ବୋଲଗଡ଼, ଗ୍ରାମ ଦଳେଇ ସାହିଙ୍କୁ କୋରାପୁଟ ଭିଜିଲାନ୍ସ ବିଭାଗ କେଶ ନମ୍ୱର୍ ୧୭ ଡିଟିଡି ୨୪.୦୪.୨୦୨୫ ରେ ମାମଲା ରୁଜୁକରି ଗିରଫ କରିଛି ଓ ଅଧିକ ତଦନ୍ତ ଜାରି ରଖିଛି। ଶ୍ରୀ ରାଉତରାୟଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସହ ମୃତ୍ତିକା ସଂରକ୍ଷଣ ବିଭାଗର ପର୍ଯ୍ୟବେକ୍ଷକ ହରିଶ୍ଚନ୍ଦ୍ର ବେଣ୍ଟକାରଙ୍କ ସଂପୃକ୍ତି ଥିବା ଜଣାପଡିଛି। ଶ୍ରୀ ବେଣ୍ଟକାର କୋର୍ଟଙ୍କ ଆଶ୍ରୟ ନେଇଥିବା ବେଳେ ଏହି ଘଟଣାରେ ଲକ୍ଷ୍ମୀଧର ରାଉତରାୟଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ଅଧିକ ତଦନ୍ତ କରୁଥିବା ବିଭାଗ ପକ୍ଷରୁ ପ୍ରକାଶ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବେଆଇନ୍ ଆନ୍ତଃ ରାଜ୍ୟ ଜୁଆ ରାକେଟର ପର୍ଦ୍ଦାଫାସ : ୪ ଜଣ ଅଭିଯୁକ୍ତଙ୍କ ଗିରଫ ସହ ନଗଦ ୨୦ ଲକ୍ଷ ଟଙ୍କା, ୩ଟି କାର୍ ଏବଂ ସୁନା ଗହଣା ଜବତ୍

ରକ୍ତ ମୁଖା ପୁତୁରା  କାକା ଓ ଖୁଡି କୁ ହତ୍ୟା କଲା, ଅଭିଯୁକ୍ତ ଅଟକ, ପୋଲିସ ର ତଦନ୍ତ ଜାରି

masiha

ପାଣି ଟାଙ୍କି ନିର୍ମାଣରେ ରେ ବ୍ୟବହୃତ ଜେନେରେଟର ,କଟର ମେସିନ ଏବଂ ରଡ଼ ଚୋରୀ ମାମଲାରେ ୬ ଜଣଙ୍କୁ କୋର୍ଟ ଚାଲାଣ

masiha

Leave a Comment

error: Content is protected !!