ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପୁରାଣ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଫଳାଫଳ, ପ୍ରଥମ ସ୍ଥାନରେ ବରଗଡ଼

ପ୍ରକାଶ ପାଇଲା ପୁରାଣ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଫଳାଫଳ, ପ୍ରଥମ ସ୍ଥାନରେ ବରଗଡ଼

ଖଇରା,୨୩/୪/୨୫ – ପ୍ରତି ରବିବାର ପରି ଗତ ତା ୨୦/୪/୨୫ ରିଖ ରବିବାର ଦିନ ” ମୋ ଅନୁଷ୍ଠାନ ” ହ୍ଵାଟ୍ସଆପ୍ ଗୃପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀଙ୍କ ନିମନ୍ତେ ପୁରାଣ ଭିତ୍ତିକ ପ୍ରଶ୍ନ ରହିଥିଲା । ଏଥିରେ ମୋଟ ୩୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ୧୦ ଗୋଟି ପ୍ରଶ୍ନକୁ ମୋଟ ୧୦ ମାର୍କ ଧାର୍ଯ୍ୟ ଥିଲା । କିନ୍ତୁ କୌଣସି ପ୍ରତିଯୋଗୀ ୧୦ ମାର୍କ ରଖିବାରେ ସକ୍ଷମ ହୋଇ ନାହାନ୍ତି । ପ୍ରଶ୍ନକର୍ତ୍ତୀ ଅପରାଜିତା ରଥ ସମସ୍ତଙ୍କ ଉତ୍ତର ଗୁଡିକୁ ଟିକିନିଖି ସମୀକ୍ଷା କରିଥିଲେ । ତାଙ୍କ ସମୀକ୍ଷାରୁ ଶେଖ୍ ମୁନ୍ ଖାତୁନ୍ ବରଗଡ଼ଙ୍କୁ ପ୍ରଥମ ସ୍ଥାନ ମିଳିଛି । ତାଙ୍କୁ ପୁରସ୍କାର ସ୍ବରୂପ କାନ୍ଥ ଘଣ୍ଟା ପ୍ରଦାନ କରାଯିବ, ଯାହା ” ମୋ ଅନୁଷ୍ଠାନ ପରିବାର ” ତରଫରୁ ସିଦ୍ଧାନ୍ତ ହୋଇଛି । ଅନୁଷ୍ଠାନର ଜଣେ ସକ୍ରିୟ ସଦସ୍ୟା ଭାବେ ପ୍ରାୟ ସମସ୍ତ ଦାୟିତ୍ୱ ବୁଝୁଥିବା ଶ୍ରୀମତୀ ରଥଙ୍କ ସମୀକ୍ଷା ବେଶ ସୁନ୍ଦର ଓ ତାତ୍ପର୍ଯ୍ୟ ପୂର୍ଣ୍ଣ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା କହିଛନ୍ତି । ପ୍ରତ୍ୟେକ ରବିବାର କିଛି ନା କିଛି କାର୍ଯ୍ୟକ୍ରମ ନିଶ୍ଚୟ ରହିବ । ଏଥିରେ (୧) ଶେଖ୍ ମୁନ୍ ତାଜ୍ ଖାତୁନ୍, ବରଗଡ଼-୬ (୨) ଡକ୍ଟର ସୁଶ୍ରୀ ସଙ୍ଗୀତା ସ୍ବାଇଁ, ଅଡରବଜାର, ବାଲେଶ୍ବର-୫ (୩) ଦୀପିବାରିକ୍, କଣିହାଁ, ଅନୁଗୋଳ-୫ (୪) ଆଶିଷକୁମାର ସାହୁ, ଭବାନୀପାଟଣା, କଳାହାଣ୍ଡି-୧ (୫) ଧରିତ୍ରୀ ଦାସ, ଯାଜପୁର-୪ (୬)ଧନୁର୍ଯ୍ଯ ମାଝୀ, ବଣ୍ଡୋଗୁଡ଼, କଳାହାଣ୍ଡି-୧ (୭) କଳ୍ପନା ବିନ୍ଧାଣୀ, ମୟୂରଭଞ୍ଜ-୪ (୮) ଅନିତା ପଣ୍ଡା, ବ୍ରହ୍ମପୁର, ଗଞ୍ଜାମ-୩ (୯) ରଞ୍ଜିତା ରାଉଳ, ଅନୁଗୋଳ-୩ (୧୦) ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର-୫ (୧୧) ସ୍ବାଗତିକା ସାହୁ, ନବରଙ୍ଗପୁର-୫ (୧୨) ସୁନିତା ଦାଶ, ଭୁବନେଶ୍ୱର-୫ (୧୩) ପିଙ୍କିପୁଷ୍ପା ଦାସ, କାଁପଡା, ତିହିଡି, ଭଦ୍ରକ-୫ (୧୪) ପ୍ରେମଶିଳା ରାଉତ, କଳାହାଣ୍ଡି-୪ (୧୫) କୃଷ୍ଣା ପାଢ଼ୀ, ଗୌଡଦିଆ, ମାର୍କୋଣା, ବାଲେଶ୍ବର-୪ (୧୬) ଆନନ୍ଦିନୀ ମିଶ୍ର, ଝାରସୁଗୁଡା-୩ (୧୭) ଅନୁସୂୟା ଦେବତା, ଅତାବିରା, ବରଗଡ଼-୩ (୧୮) ଇତିଶ୍ରୀ ମେହେର, ସିନାପାଲି, ନୂଆପଡା-୧ (୧୯) ସନ୍ଧ୍ୟାରାଣୀ ବେହେରା, ବାରିପଦା, ମୟୂରଭଞ୍ଜ–୩ (୨୦) ସୁଲୋଚନା ବଳ, କେଶପୁର, ସୋର, ବାଲେଶ୍ବର-୨ (୨୧) ରଞ୍ଜୁଲତା ପାଢ଼ୀ, ରାଉରକେଲା-୫ (୨୨) ଜୟନ୍ତୀ ବେହେରା, ଧର୍ମଶାଳା, ଯାଜପୁର-୫ (୨୩) ସୁଷମା ପାଣିଗ୍ରାହୀ, ସମ୍ବଲପୁର-୩ (୨୪) ଗୀତାମଞ୍ଜରୀ ଦାସ, ମୁଣ୍ଡିମରା, ଭଦ୍ରକ-୫ (୨୫) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର-୩ (୨୬) ସ୍ବର୍ଣ୍ଣ ପ୍ରଭା ମହାପାତ୍ର, ସୁବର୍ଣ୍ଣପୁର,–୫ (୨୭) ଭାଗ୍ଯଶ୍ରୀ ସାହୁ, ଧୂଷୁରୀ, ଭଦ୍ରକ-୨ (୨୮) ପଦ୍ମନୀ ବେହେରା, ଭବାନୀପାଟଣା, କଳାହାଣ୍ଡି-୨ (୨୯) ସନ୍ଧ୍ୟାରାଣୀ ପାଣିଗ୍ରାହୀ, ସିମୁଳିଆ, ବାଲେଶ୍ବର-୪ (୩୦) ସୁନିତା ସାହୁ, ବନହରପାଲି, ଝାରସୁଗୁଡ଼ା-୨ (୩୧) ଲକ୍ଷ୍ମୀ ବଗର୍ତ୍ତୀ, ଟିଟିଲାଗଡ଼, ବଲାଙ୍ଗୀର-୩ (୩୨) ସବିତା କର ତ୍ରିପାଠୀ, ମାଳହାଟ, ଯାଜପୁର-୩ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ   ତହସିଲଦାରମାନେ ହେଉଛନ୍ତି ତୃଣମୂଳ ସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ

masiha

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରାଦ୍ଧ ବାର୍ଷିକ ପାଳନ 

masiha

ପ୍ରଥମ ଥର ନଟରାଜ ମନ୍ଦିର ଫୁଲବାଣୀ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀ ମାନେ ଦୂରଦର୍ଶନ ରେ କଲେ ନୃତ୍ୟ ପରିବେଷଣ କଲେ

Sunil Chandra Nayak

Leave a Comment

error: Content is protected !!