ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେହଲଗାଓ  ଗଣ ହତ୍ୟା ବିରୁଦ୍ଧ ରେ ହିନ୍ଦୁ ଏକତା ମଞ୍ଚ ପାଟଣାଗଡ଼ ତରଫରୁ ଏକ ବିଶାଲ ରେଲି ଶୋଭାଯାତ୍ରା

ପେହଲଗାଓ  ଗଣ ହତ୍ୟା ବିରୁଦ୍ଧ ରେ ହିନ୍ଦୁ ଏକତା ମଞ୍ଚ ପାଟଣାଗଡ଼ ତରଫରୁ ଏକ ବିଶାଲ ରେଲି ଶୋଭାଯାତ୍ରା

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଠାରେ ହିନ୍ଦୁ ଏକତା ମଞ୍ଚ ପାଟଣାଗଡ଼ ତରଫରୁ ଏକ ବିଶାଲ ରେଲିର ଶୋଭାଯାତ୍ରା ବାହାରି ଥିଲା ତେବେ ଗତ ୨୨ ତାରିଖରେ ପେହଲଗାଓ ରେ ଯେଉଁ ଗଣ ହତ୍ୟା ହୋଇଥିଲା ତାର ପ୍ରତିରୋଧ ପାଇଁ ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କୁ କଠୋର ଦଣ୍ଡ ଦେବା ସହ ଆଗାମୀ ଦିନରେ ଏହି ଭଳି ଘଟଣା ନ ଘଟେ ସେଥିପାଇଁ ସରକାର ଯଥାଶୀଘ୍ର ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଆଜି ପାଟଣାଗଡ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିବା ଶହ ଆଜି ପାଟଣାଗଡ଼ ହିନ୍ଦୁ ଏକଦା ମଞ୍ଚ ତରଫରୁ ପାକିସ୍ଥାନ ମୂର୍ଦାବାଦ ମମତା ବାନାର୍ଜି ମୂର୍ଦାବାଦ ର ନାରା ଦେଇ ପାକିସ୍ତାନ ର ଜାତୀୟ ପତାକା ଓ ମମତା ବାନାର୍ଜି ଙ୍କ ବେନର କୁ ପାଟଣାଗଡ଼ ହିନ୍ଦୁ ଏକତା ମଞ୍ଚ ର ସଦସ୍ୟ ବୃନ୍ଦ ପାଦରେ ଦଳି ଚକଟି ପୋଡ଼ି ଦେଇଥିଲେ ଓ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳାୟ ରେ ପାଟଣାଗଡ଼ରେ ରହୁଥିବା ହଜାର ହଜାର ସଂଖ୍ୟକ ବାଙ୍ଗାଲାଦେଶି ଙ୍କୁ ଚିହ୍ନଟ କରି ତୁରନ୍ତ ୭ଦିନ ମଧ୍ୟରେ ପାଟଣାଗଡ଼ରୁ ତୁରନ୍ତ ତଡ଼ିପାର କରିବା ନେଇ ଏକ ଦାବି ପତ୍ର ପ୍ରଶାସନ କୁ ଦେଇ ଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଏକଡ଼ାଳି ଉଚ୍ଚପ୍ରାଥମିକ ବିଦ୍ୟାଳୟ ନିକଟରେ ମାଣ୍ଡିଆ ଦ୍ବାରା ପୁଷ୍ଟିକର ଖାଦ୍ୟ ମେଳା

Sunil Chandra Nayak

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ

Sunil Chandra Nayak

ଧର୍ମଗଡ ଠାରେ ଉପଖଣ୍ଡ ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

Sunil Chandra Nayak

Leave a Comment

error: Content is protected !!