ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତିନି ଦିନ ଧରି ଚାଲିଥିବା ଅଖଣ୍ଡ ହରିନାମ ସଂକୀର୍ତ୍ତନ

ତିନି ଦିନ ଧରି ଚାଲିଥିବା ଅଖଣ୍ଡ ହରିନାମ ସଂକୀର୍ତ୍ତବ 

ବନ୍ଧୁଗାଁ ତା, ୧୧/୫/୨୫, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭଗାଣ୍ଡା ପଞ୍ଚାୟତ ର ବଡ଼ ମାତୁର ଗ୍ରାମର ରାଧା କ୍ରିଷ୍ଣା ସଂକୀର୍ତନ ମଣ୍ଡଳିର ପ୍ରାଙ୍ଗଣ ଠାରେ ୧୧ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିଥିବା ଅଖଣ୍ଡ ହରିନାମ ସଙ୍କିର୍ତ୍ତନ ଅଷ୍ଟ ପ୍ରହରୀ ନାମଯଜ୍ଞ ମଣ୍ଡଳିର ଗୁରୁ ହରିଚନ୍ଦ୍ର ପିଡ଼ିକା କାମେୟା ପିଡ଼ିକା, ମଣ୍ଡଳିର ସଭାପତି ବୈଷ୍ଟନବ କାଡ୍ରାକା, ଉପ ସଭାପତି ମହନ କାଡ୍ରାକା, ସମ୍ଫାଦକ ତାମେୟା ପିଡ଼ିକା, ଉପ ସମ୍ଫାଦକ ହରିଚନ୍ଦ୍ର ପିଡ଼ିକା ଓ ମଣ୍ଡଳିର ଅନ୍ୟାନ୍ୟ ଭୋକଙ୍କ ଆୟଜନ ଦ୍ୱାରା କାର୍ଯ୍ୟକ୍ରମ ଚାଲିଅଛି I ଏହି ତିନି ଦିନିଆ ଅଷ୍ଟ ପ୍ରହରୀ କାର୍ଯ୍ୟକ୍ରମରେ ଦୁଇ ଜିଲ୍ଲାକୁ ନେଇ ପ୍ରସିବ୍ଦ ଗୁରୁ କଳା ହାଣ୍ଡି ଜିଲ୍ଲାର ଚମ୍ଫିକଟା ଗାଁର ବଡ଼ ଗୁରୁ ଗଦାଧର ପିଡ଼ିକା,ଉକ୍ତ ହରିନାମ ସଂକୀର୍ତନରେ ଯୋଗଦେଇ ନାମରସ ପାନ ପୂର୍ବକୁ କରିବା ପାଇଁ ଅଞ୍ଚଳ ବାସୀଙ୍କୁ ବହୁ ମାତ୍ରାରେ ଯୋଗଦାନ ଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ରାଧା କ୍ରିଷ୍ଣା ସଂକୀର୍ତନ ମଣ୍ଡଳି ଦ୍ୱାରା ମୋଟ ୩୧ ଗଟି କୀର୍ତନ ମଣ୍ଡଳି ଉପସ୍ଥିତ ରହି ସମୟ ଶୁଚି ଅନୁଯାଇ ଆୟୋଜନ କୋରାଯାଇଥିବା ର ଜାଣିବାକୁ ମିଳିଛି, ପ୍ରଥମ ଦିନ ଅର୍ଥାତ ଶନିବାର ଦିନ ସନ୍ଧ୍ୟା ୫ ଟାରେ ଗଙ୍ଗା ଆବାହନ କୋରାଯିବ ଓ ୧୧ ତାରିଖ ସକାଳ ୭. ୩୦ ରୁ ନାମ ସଂକୀର୍ତନ କୋରାଯିବ ଏବଂ ୧୨ ତାରିଖ ଦିନ ସକାଳ ୧୦ ଟାରେ ନଗର ପରିକ୍ରମା ଓ ୧୧ ଟାରେ ଦହି ହାଣ୍ଡି ଭଙ୍ଗନ ଓ ଦିନ ଦିପହର ୧ ଘଣ୍ଟା ସମୟରେ ଅନ୍ନ ପ୍ରସାଦ ସେବନ ହବା ପାଇଁ ଶୁଚି ଅନୁଯାଇ ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ପାଇଁ ଗ୍ରାମର ଅନେକ ଭଦ୍ର ବ୍ୟକ୍ତିଗଣ ଉପସ୍ଥିତ ରହିଥିଲେ I

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

୧୧ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ବନଖଣ୍ଡ କାର୍ଯ୍ୟାଳୟ ପରିଦର୍ଶନ କରି ଆସିଲେ  

ପ୍ରସିଦ୍ଧ ଶୈବପୀଠରେ ଗୋରେଖ ନାଥଙ୍କ ଜନ୍ମଦିନ ପାଳନ

Sunil Chandra Nayak

୭୨ ବର୍ଷରେ ଡ଼ଙ୍ଗାବାହାଲ ଡ଼ୁମେରଗୁଡ଼ା ଶ୍ରୀରାମ ଲୀଳା

Sunil Chandra Nayak

Leave a Comment

error: Content is protected !!