ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଲଦା ଜାଗରଣ ମଞ୍ଚ ଦ୍ବାରା ତ୍ରିରଙ୍ଗା ଯାତ୍ରା 

ଜଲଦା ଜାଗରଣ ମଞ୍ଚ ଦ୍ବାରା ତ୍ରିରଙ୍ଗା ଯାତ୍ରା 

ରାଉରକେଲା: ଜଲଦା ଜାଗରଣ ମଞ୍ଚ ଦ୍ବାରା ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ତା’ର ପ୍ରତିକାରରେ ସିନ୍ଦୂର ଅପରେସନ କୁ ସ୍ବାଗତ ତଥା ଦେଶପାଇଁ ଲଢ଼ୁଥିବା ବୀର ଯବାନଙ୍କୁ ସମର୍ଥନ ଜଣାଇ ଏହି ତ୍ରିରଙ୍ଗା ଯାତ୍ରା କରାଯାଇଥିଲା। ଏହି ଯାତ୍ରାରେ ସୁବାସ ମହନ୍ତ,ବିଜୁ ଲୋହାର, ବନ୍ଦିତା ମହନ୍ତ, ଶ୍ୟାମସୁନ୍ଦର ଭୁମିଜ, ତ୍ରିଲୋଚନ ପାତ୍ର ଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ … ଅଷ୍ଟମ ଦିନ ପ୍ରୟାସ ର ନାଟକ ଗିରଫ ମଞ୍ଚସ୍ଥ 

masiha

ପ୍ରଥମ ବନ୍ୟାଜଳରେ ଧୋଇନେଲା ଟିର୍ଲିଆମକୁ ସଂଯୋଗ ରାସ୍ତା, ଯାତାୟାତରେ ହୀନସ୍ତା ହେଉଛନ୍ତି ବନବାସୀ

masiha

ଭୂମିକମ୍ପର ଝଟକାରେ ଥରିଲା କଳାହାଣ୍ଡି  ରିକ୍ଟର ସ୍କେଲରେ ତୀବ୍ରତା ୪.୧

Sunil Chandra Nayak

Leave a Comment

error: Content is protected !!