ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଲଦା ଜାଗରଣ ମଞ୍ଚ ଦ୍ବାରା ତ୍ରିରଙ୍ଗା ଯାତ୍ରା 

ଜଲଦା ଜାଗରଣ ମଞ୍ଚ ଦ୍ବାରା ତ୍ରିରଙ୍ଗା ଯାତ୍ରା 

ରାଉରକେଲା: ଜଲଦା ଜାଗରଣ ମଞ୍ଚ ଦ୍ବାରା ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ତା’ର ପ୍ରତିକାରରେ ସିନ୍ଦୂର ଅପରେସନ କୁ ସ୍ବାଗତ ତଥା ଦେଶପାଇଁ ଲଢ଼ୁଥିବା ବୀର ଯବାନଙ୍କୁ ସମର୍ଥନ ଜଣାଇ ଏହି ତ୍ରିରଙ୍ଗା ଯାତ୍ରା କରାଯାଇଥିଲା। ଏହି ଯାତ୍ରାରେ ସୁବାସ ମହନ୍ତ,ବିଜୁ ଲୋହାର, ବନ୍ଦିତା ମହନ୍ତ, ଶ୍ୟାମସୁନ୍ଦର ଭୁମିଜ, ତ୍ରିଲୋଚନ ପାତ୍ର ଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚୁକ୍ତିଭିତିକ ଉଚ୍ଛେଦ ପାଇଁ ପୋଷ୍ଟ କାର୍ଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ

Sunil Chandra Nayak

ଡାବୁଗାଁ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ସମାଜସେବୀ ସ୍ମୃତି ଏବଂ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!