ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୯୮୮/୯୦ ବ୍ୟାଚ ଆଇଟିଆଇ ଛାତ୍ରଙ୍କ ବନ୍ଧୁମିଳନ

୧୯୮୮/୯୦ ବ୍ୟାଚ ଆଇଟିଆଇ ଛାତ୍ରଙ୍କ ବନ୍ଧୁମିଳନ 

ରାଉରକେଲା: ୧୯୮୮/୯୦ ବ୍ୟାଚ ଆଇଟିଆଇ ଛାତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂକୀର୍ତ୍ତନ ଜୟପୁରିଆ ଙ୍କ ଅଧ୍ୟକ୍ଷତା ଓ ଅଶ୍ବିନୀ କୁମାର ପଟେଲ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ସମସ୍ତ ବନ୍ଧୁ ପରଷ୍ପର ମଧ୍ୟରେ ଭାବ ବିନିମୟ ସହ ପୁରୁଣା ଦିନର ସ୍ମୃତିକୁ ରୋମନ୍ଥନ କରିଥିଲେ। ସର୍ବଶ୍ରୀ ଅମର କୁମାର ମହାନ୍ତି,ରତନ ଦାସ,ଅମର କୁମାର ଜୟସ୍ୱାଲ, ଗୈାରିଶଙ୍କର ପଟେଲ, ମନୋଜ କୁମାର ନାଏକ, ଦୀନେଶ କୁମାର ନାୟକ, ଅଶ୍ବିନୀ କୁମାର ନାଏକ, ଭୈରବ ନାୟକ, ଜୟକୃଷ୍ଣ ପଟେଲ, ଅଗସ୍ତି କୁମାର ପଟେଲ, ବିବେକାନନ୍ଦ ପଣ୍ଡା, କବିଚନ୍ଦ୍ର ମହନ୍ତ,ଏଲ ଡି ବରାଳ,ରୋମାଞ୍ଚ ନାଏକ,ବିମଳ କୁମାର ଜେନା,କୃପାଶଙ୍କର ପାତ୍ର,ମାନିକ ନିରଞ୍ଜନ ମିଞ୍ଜ, ରାଜେଶ କୁମାର ଦାସ, ସତ୍ୟବ୍ରତ ଘଡେ଼ଇ, ଅଂଶୁମାନ ପଟେଲ, ସୁଶାନ୍ତ ନାଏକ, ଚିତ୍ରସେନ ପାଢ଼ୀ, ବିରେନ୍ଦ୍ର ନାଏକ, ପ୍ରଦୋଷ ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ,ବି କେ ନାୟକ, କିଶୋର କୁଜୁର, ନିରଞ୍ଜନ ପଟେଲ, ତ୍ରିଲୋଚନ ସ୍ବାଇଁ, ରାଜପ୍ରସାଦ ଟାଜନ,ଘନ ସୁନ୍ୟାନୀ, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। କାର୍ଯ୍ୟକ୍ରମ ସଫଳ ରୂପେ ଋପାୟନ ହୋଇଥିବାରୁ ଶ୍ରୀ ଜୟପୁରିଆ ଓ ଶ୍ରୀ ପଟେଲ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିକଶିତ କୃଷି ସଂକଳ୍ପ ଅଭିଯାନ

masiha

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ବରେହୀ ନଦୀ କୂଳରେ ନେତାଙ୍କ ଭିଡ଼ 

Sunil Chandra Nayak

କୋମନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୭୪ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!