ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ପାଇଁ ଗୌରବ ଆଣିଲେ ବିଶ୍ୱଜିତ ସାହୁ 91ପ୍ରତିଶତ ରଖି +2ବିଜ୍ଞାନରେ ବି ସି ଏସ ଟି କଲେଜ ଟପର 

ହିନ୍ଦୋଳ ପାଇଁ ଗୌରବ ଆଣିଲେ ବିଶ୍ୱଜିତ ସାହୁ 91ପ୍ରତିଶତ ରଖି +2ବିଜ୍ଞାନରେ ବି ସି ଏସ ଟି କଲେଜ ଟପର 

ଢେଙ୍କାନାଳ (ମନିସ )23/5/25–ହିନ୍ଦୋଳର ସାମ୍ବାଦିକ ବିକ୍ରମ ସାହୁଙ୍କ ପୁଅ ବିଶ୍ୱଜିତ ସାହୁ 91ପ୍ରତିଶତ ରଖି ହିନ୍ଦୋଳ ପାଇଁ ଗୌରବ ଆଣିଛନ୍ତି ! ହିନ୍ଦୋଳ ର ପୁଅ +2ବିଜ୍ଞାନରେ ବି ସି ଏସ ଟି କଲେଜ ଟପର ବିଶ୍ୱଜିତ. ଗତକାଲି +2 ବିଜ୍ଞାନ, କଳା ଏବଂ ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ବେଳେ ଚଳିତ ଶିକ୍ଷାବର୍ଷ ରେ ଚନ୍ଦକା ସ୍ଥିତ ବି ସି ଏସ ଟି କଲେଜ ସର୍ବକାଳିନ ରେକର୍ଡ କରିପାରିଛି.+2ବିଜ୍ଞାନରେ 4ଜଣ ଏବଂ ବାଣିଜ୍ୟରେ 3ଜଣ ଶତକଡା 90ପ୍ରତିଶତ ଟପିଛନ୍ତି. ଏଥିସହିତ କଲେଜର ଶତପ୍ରତିଶତ ଫଳ ଭଲ ହୋଇଛି.ଟପର ଛାତ୍ର /ଛାତ୍ରୀ ମାନଙ୍କ ମଧ୍ୟରେ 5ଛାତ୍ର ଏବଂ 2ଜଣ ଛାତ୍ରୀ ଅଛନ୍ତି.ବିଜ୍ଞାନରେ ପ୍ରଥମ ଶ୍ରେଣୀରେ 122ଜଣ, 2ୟ ଶ୍ରେଣୀରେ 24ଜଣ, ଅନୁରୂପ ଭାବେ ବାଣିଜ୍ୟରେ 90 ପ୍ରତିଶତ ଉପରେ 10ଜଣ 2ୟ ଶ୍ରେଣୀରେ 8ଜଣ ଅଛନ୍ତି. ଏହି ଫଳକୁ ନେଇ କଲେଜ ଚେୟାରମ୍ୟାନ ନରୋତ୍ତମ ପାଳ ବେଶ ଖୁସିବ୍ୟକ୍ତ କରୁଛନ୍ତି.+2ଏବଂ +3 ଅଧକ୍ଷ ନରେନ୍ଦ୍ର କୁମାର ବାହାଳି ଏବଂ ଲଷ୍ମୀକାନ୍ତ ରାୟ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମେତ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡ଼ୁମେରଗୁଡା ରେ ନୂତନ ଧାନ ମଣ୍ଡି ଉଦଘାଟିତ

masiha

ପୁରାତନ “କୁର୍ଲା ବନ୍ଧ” (ଦରଳି ବନ୍ଧ)ରେ ଶ୍ମଶାନ ନିର୍ମାଣକୁ ବିରୋଧ : ପ୍ରଶାସନର ନୀରବତାକୁ ନେଇ କେବିଡି ଓ ଡଙ୍ଗରୀପଡା ଗ୍ରାମବାସୀଙ୍କ ଅସନ୍ତୋଷ

ଓଡିଶା ସାହିତ୍ୟ ଏକାଡେମୀର ସଚିବଙ୍କ ବିୟୋଗରେ ଶୋକ

Sunil Chandra Nayak

Leave a Comment

error: Content is protected !!