ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁକ୍ତ ୨ ପରୀକ୍ଷାରେ ଜୁନାଗଡ଼ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସଫଳତା

ଯୁକ୍ତ ୨ ପରୀକ୍ଷାରେ ଜୁନାଗଡ଼ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସଫଳତା

ଜୁନାଗଡ଼ ୨୩/୫ ( ମନୀ ସ ) ଜୁନାଗଡ଼ ସ୍ଥିତ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ଉଚ୍ଚ ମାଧ୍ୟମିକ ରେଗୁଲାର ପରୀକ୍ଷାରେ ବିଦ୍ୟାଳୟକୁ ବଡ଼ ସଫଳତା ମିଳିଛି ।କହିବାକୁ ଗଲେ ଚଳିତ ପ୍ଲୁସଟୁ ପରୀକ୍ଷାରେ ଛାତ୍ରୀ ଲିପ୍ସାପ୍ରିୟଦର୍ଶିନୀ ନ।ଏକ ,ରୂପାଳି ପ୍ରଧାନ ,ଗୀତା ଝାଙ୍କର ,ମମତା ରଣା ଓ ରୋସନି କ୍ଷିତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୧୧ ଜଣ ଦୂତୀୟ ଓ ୭୮ ଜଣ ଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରିଥିବା ନେଇ ବିଦ୍ୟାଳୟର ପ୍ରତିଷ୍ଠାତା ଲ।ୟନ ମାଣିକ ଚାନ୍ଦ ଅଗ୍ରୱାଲ,ଅଧକ୍ଷ୍ୟା ପ୍ରିୟମଞ୍ଜରୀ ପଣ୍ଡା, ଅଧ୍ୟାପକ, ଅଧ୍ୟାପିକା ସମସ୍ତ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆଇ ସି ଏସ୍ ଇ ଦଶମ ପରୀକ୍ଷାରେ ବିମଳା କନଭେଣ୍ଟର ଛାତ୍ରୀ ଉନ୍ନତି ବେମାଲ ବାଳିକା ବର୍ଗରେ ଟପ୍ପର

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ୬୬ତମ ଜନ୍ମଦିନ ପାଳନ

Sunil Chandra Nayak

୭୬ତମ ସମ୍ବିଧାନ ଦିବସ ଓ ଜାତୀୟ ଆଇନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!