ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସୀଗାଁ ବିଜେପି ମଣ୍ଡଳର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଦାସୀଗାଁ ବିଜେପି ମଣ୍ଡଳର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଜୁନାଗଡ଼୨୪/୫(ମନୀ ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ବିଜେପି ମଣ୍ଡଳ ରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା l ଦାସିଗାଁ ମଣ୍ଡଳ ସଭାପତି ଅଂଶୁମାନ ଯୋଶୀ ଙ୍କ ସଭାପତିତ୍ୱ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା l ଏଥିରେ ଜୁନାଗଡ଼ ବିଧାୟକ ପାର୍ଥି ଶ୍ରୀଯୁକ୍ତ ମନୋଜ କୁମାର ମେହେର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମୁକେଶ ଅଗ୍ରୱାଲ ପୂର୍ବତନ ନଗରପାଳ ଜୁନାଗଡ଼, କାଞ୍ଚନ ବାଗ, ସୁଧାଂଶୁ ବରାଡ଼, ସରପଞ୍ଚ ଦିବ୍ୟ ଦୀପ,କାଳିନ୍ଦ୍ରି ପାଣିଗ୍ରାହୀ, ଅଭିନାଶ ମୁଣ୍ଡ,ଅବସର ପ୍ରାପ୍ତ ସୈନିକ ସାମ୍ବାଦିକ,ଅଂଶ ଗ୍ରହଣ କରି ବୁଢ଼ୀପଦର ଠାରୁ ଦାସିଗାଁ ୧୫ କି. ମି ଏକ ମୋଟର ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଷୋଳଘର କ୍ଲଷ୍ଟର ରେ ସରକାରୀ ବିଦ୍ୟାଳୟ ମୁହାଁ ହେବେ ୫ ରୁ ୧୮ ବୟସର ପିଲା

Sunil Chandra Nayak

ବାମନଘାଟୀ ଟ୍ରକ ମାଲିକ ସଂଘର ବୈଠକ

Sunil Chandra Nayak

ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!