ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଜିଲ୍ଲାପାଲ୍ ଙ୍କ ଦ୍ବାରସ୍ଥ 

ନୂତନ ଗ୍ରାମ ପଞ୍ଚାୟତ ଗଠନ  ପାଇଁ ଜିଲ୍ଲାପାଲ୍ ଙ୍କ ଦ୍ବାରସ୍ଥ 

ମ ରାମପୁର ବ୍ଲକ୍ ଅନ୍ତର୍ଗତ ଡଙ୍ଗା ପଟା ଓ ଘୋଡ଼ା ପୋଖରି ଏହି ଦୁଇ ଟି ଗ୍ରାମ କୁ ନେଇ ନୁତନ ଗ୍ରାମ ପଞ୍ଚାୟତ ପାଇଁ ଦୁଇ ଗ୍ରାମ ବସୀ ଆବେଦନ କରିଛନ୍ତି । ୨୦୨୫ ମସିହା ର ଭୋଟର ତାଲିକା ମୁତାବକ ଦୁଇ ଗ୍ରାମ ର ୱର୍ଡ ସଂଖ୍ୟା ଆଠ ଗୋଟି ଓ ଭୋଟର ସଂଖ୍ୟା ୩୬୬୭ ରହିଛି । ବର୍ତ୍ତମାନ ଏହି ଦୁଇ ଗ୍ରାମ ବାସି ମୁଡ଼ିଙ୍ଗ ପଞ୍ଚାୟତ ରେ ଅଛନ୍ତି ମୁଡ଼ିଙ୍ଗ ପଞ୍ଚାୟତ ଏହି ଦୁଇ ଗ୍ରାମ ଠାରୁ ୭ କିମି ଦୂରରେ ଅବସ୍ଥିତ ଯାହା ଦ୍ୱାରା ଏମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଥି ପାଇଁ ଦୁଇ ଗ୍ରାମ ବାସି ନୂତନ ପଞ୍ଚାୟତ ମଞ୍ଜୁରୀ କରାଯିବା ପାଇଁ ପଞ୍ଚାୟତ ରାଜ ବିଭାଗ ଓଡ଼ିଶା ସରକାର , ଜିଲ୍ଲା ଗ୍ରାମ ପଞ୍ଚାୟତ ଅଧିକାରୀ ଓ ଗୋଷ୍ଟି ଉନ୍ନୟନ ଅଧିକାରୀ ମଦନପୁର ରାମପୁର ଙ୍କୁ ଲେଖି ଜଣାଇ ଛନ୍ତି।

ମଦନପୁର ରାମପୁର ରୁ ଦିଲ୍ଲୀପ କୁମାର୍ ମିଶ୍ର ଙ୍କ ରିପୋର୍ଟ

Related posts

ଶାରଳା ପରିବାରର ସାଧାରଣ ପରିଷଦ ବୈଠକ

masiha

କାର ଦୁର୍ଘଟଣାରେ ସାମ୍ବାଦିକ ଗୁରୁତର

ନୂଆପଡ଼ା ଜିଲ୍ଲା କୋମନା ରେ ଧରତି ଆବା ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!