ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଜିଲ୍ଲାପାଲ୍ ଙ୍କ ଦ୍ବାରସ୍ଥ 

ନୂତନ ଗ୍ରାମ ପଞ୍ଚାୟତ ଗଠନ  ପାଇଁ ଜିଲ୍ଲାପାଲ୍ ଙ୍କ ଦ୍ବାରସ୍ଥ 

ମ ରାମପୁର ବ୍ଲକ୍ ଅନ୍ତର୍ଗତ ଡଙ୍ଗା ପଟା ଓ ଘୋଡ଼ା ପୋଖରି ଏହି ଦୁଇ ଟି ଗ୍ରାମ କୁ ନେଇ ନୁତନ ଗ୍ରାମ ପଞ୍ଚାୟତ ପାଇଁ ଦୁଇ ଗ୍ରାମ ବସୀ ଆବେଦନ କରିଛନ୍ତି । ୨୦୨୫ ମସିହା ର ଭୋଟର ତାଲିକା ମୁତାବକ ଦୁଇ ଗ୍ରାମ ର ୱର୍ଡ ସଂଖ୍ୟା ଆଠ ଗୋଟି ଓ ଭୋଟର ସଂଖ୍ୟା ୩୬୬୭ ରହିଛି । ବର୍ତ୍ତମାନ ଏହି ଦୁଇ ଗ୍ରାମ ବାସି ମୁଡ଼ିଙ୍ଗ ପଞ୍ଚାୟତ ରେ ଅଛନ୍ତି ମୁଡ଼ିଙ୍ଗ ପଞ୍ଚାୟତ ଏହି ଦୁଇ ଗ୍ରାମ ଠାରୁ ୭ କିମି ଦୂରରେ ଅବସ୍ଥିତ ଯାହା ଦ୍ୱାରା ଏମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଥି ପାଇଁ ଦୁଇ ଗ୍ରାମ ବାସି ନୂତନ ପଞ୍ଚାୟତ ମଞ୍ଜୁରୀ କରାଯିବା ପାଇଁ ପଞ୍ଚାୟତ ରାଜ ବିଭାଗ ଓଡ଼ିଶା ସରକାର , ଜିଲ୍ଲା ଗ୍ରାମ ପଞ୍ଚାୟତ ଅଧିକାରୀ ଓ ଗୋଷ୍ଟି ଉନ୍ନୟନ ଅଧିକାରୀ ମଦନପୁର ରାମପୁର ଙ୍କୁ ଲେଖି ଜଣାଇ ଛନ୍ତି।

ମଦନପୁର ରାମପୁର ରୁ ଦିଲ୍ଲୀପ କୁମାର୍ ମିଶ୍ର ଙ୍କ ରିପୋର୍ଟ

Related posts

ଦୈନିକ ଖବରକାଗଜ ଦର୍ଶନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

masiha

ମୋ ସ୍କୁଲ ଅଭିଯାନ ବିଦ୍ୟାଳୟମାନଙ୍କରେ ମୌଳିକ ସୁବିଧା ଦେଇଛି

Sunil Chandra Nayak

ବି. ବି. ହାଇସ୍କୁଲ, ଢେଙ୍କାନାଳର ୧୨୮ତମ ପ୍ରତିଷ୍ଠା ସପ୍ତାହ, ଗୋପବନ୍ଧୁ ଦାସଙ୍କ ୯୬ ତମ ତିରୋଧାନ ଦିବସ ତଥା ଶ୍ରାଦ୍ଧବାର୍ଷିକୀ-୨୦୨୪ ଓ ‘ବନ ମହୋତ୍ସବ ସପ୍ତାହ’ ପାଳିତ

masiha

Leave a Comment

error: Content is protected !!