ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡରେ ଅଜଗର ଉଦ୍ଧାର

ଧର୍ମଗଡରେ ଅଜଗର ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରେ ଆଜି ସ୍ନେକ ହେଲ୍ପଲାଇନ ପକ୍ଷରୁ ଏକ ବିଶାଳ ଅଜଗର ଉଦ୍ଧାର କରାଯାଇଛି।ଆଜି ସଂଧ୍ୟାରେ ଧର୍ମଗଡ ସହରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ପରେ ସନ୍ତୋଷୀନଗର ପଡାରେ ଲୋକେ ଏକ ବିଶାଳ ଅଜଗର ସାପଦେଖି ଭୟଭୀତ ହୋଇଥିଲେ ।ପରେ ସ୍ନେକ ହେଲ୍ପଲାଇନ୍ ପକ୍ଷରୁ ସ୍ବାଧୀନ ଦଣ୍ଡସେନା ତାଙ୍କର ଟିମସହ ଯାଇ ସୁରକ୍ଷିତ ଭାବରେ ସାପଟିକୁ ଉଦ୍ଧାର କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

Sunil Chandra Nayak

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି ଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଝାମୁଯାତ୍ରା ପାଇଁ ଭୂମି ପୂଜା ଓ ମାଁ ଅଷ୍ଟଚଣ୍ତିଙ୍କ ନଗର ପରିକ୍ରମା 

masiha

Leave a Comment

error: Content is protected !!