ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡରେ ଅଜଗର ଉଦ୍ଧାର

ଧର୍ମଗଡରେ ଅଜଗର ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରେ ଆଜି ସ୍ନେକ ହେଲ୍ପଲାଇନ ପକ୍ଷରୁ ଏକ ବିଶାଳ ଅଜଗର ଉଦ୍ଧାର କରାଯାଇଛି।ଆଜି ସଂଧ୍ୟାରେ ଧର୍ମଗଡ ସହରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ପରେ ସନ୍ତୋଷୀନଗର ପଡାରେ ଲୋକେ ଏକ ବିଶାଳ ଅଜଗର ସାପଦେଖି ଭୟଭୀତ ହୋଇଥିଲେ ।ପରେ ସ୍ନେକ ହେଲ୍ପଲାଇନ୍ ପକ୍ଷରୁ ସ୍ବାଧୀନ ଦଣ୍ଡସେନା ତାଙ୍କର ଟିମସହ ଯାଇ ସୁରକ୍ଷିତ ଭାବରେ ସାପଟିକୁ ଉଦ୍ଧାର କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ବଞ୍ଜରା ସମାଜର ପାରମ୍ପରିକ ବାଲିଯାତ୍ରା ତିଜ୍ ଉତ୍ସଵ ଉଦଯାପିତ

masiha

୧- ବର୍ଷକ ଆୟ ଅପେକ୍ଷାରେ ମୃର୍ତ୍ତି କାରିଗର, ମିଳୁନି ପ୍ରୋତ୍ସାହନ ବୁଡୁଛି ବୃତ୍ତି , ୨- ପାଳ ବାଇଗଣକୁ ମିଳିବ ଜିଆଇ ଟ୍ୟାଗ , ୩- ରାସୋଳ ସରସ୍ବତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ , ୪- ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ରକ୍ଷା ବନ୍ଧନ ଓ ଗୋପୂଜନ , ୫- ସଂସ୍କାର ପବ୍ଲିକ୍ ସ୍କୁଲରେ ‘ନିଶାମୁକ୍ତ ଭାରତ’ ଅଭିଯାନ,୬- ବ୍ରଦର୍ସ ପ୍ରଡ଼କ୍ସନ ର ତୃତୀୟ ଅବଦାନ ‘ଶେଷ ରାକ୍ଷୀ’ ୟୁଟ୍ୟୁବ ଭିଡ଼ିଓ ଲୋକାର୍ପିତ , ୭- ଉପଖଣ୍ଡ ଚିକିତ୍ସାଳୟରେ ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ , ୮- ଉପଖଣ୍ଡ ଚିକିତ୍ସାଳୟରେ ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

Sunil Chandra Nayak

କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ନିର୍ବାଚନ ଶେଷ , ସଭାପତି ହେଲେ ହିମାଂଶୁ

Sunil Chandra Nayak

Leave a Comment

error: Content is protected !!