ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଣ୍ଡଳର ସଭାପତି ଭାବେ ୪ ଜଣ ମନୋନୀତ 

ମଣ୍ଡଳର ସଭାପତି ଭାବେ ୪ ଜଣ ମନୋନୀତ 

ନବରଙ୍ଗପୁର:(୩୧/୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ମାନଙ୍କ ନାମ ତାଲିକା ପ୍ରକାଶ ପାଇଥିବା ବେଳେ ଝରିଗାଁ ନିର୍ବାଚନ ମଣ୍ଡଳୀର ଖାଣ୍ଡା ମଣ୍ଡଳର ମଣ୍ଡଳ ସଭାପତି ଭାବେ ଉତ୍ତମ ହରିଜନ ମନୋନୀତ ହୋଇଥିବା ସୂଚନା ମିଳିଛି |ଠିକ ସେହିପରି ବଡ଼ ଭରଣ୍ଡୀ ମଣ୍ଡଳ ପାଇଁ ଈଶ୍ୱର ଭତରା,ଝରିଗାଁ ମଣ୍ଡଳ ପାଇଁ ସୁକାଳୁ ଭତରା ଓ ଧୋଡ୍ରା ମଣ୍ଡଳର ମଣ୍ଡଳ ସଭାପତି ଭାବେ ଭୁଜବଳ ଗୌଡ଼ଙ୍କୁ ମନୋନୀତ କରାଯାଇଥିବା ସୂଚନା ମିଲିଛି |ଏନେଇ ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶଙ୍କୁ ଏକ ଚିଠି ପ୍ରେରଣ କରାଯାଇଛି |ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ଝରୀଗାଁ ବିଧାୟକ ନରସିଂହ ଭତରା,ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ ଶୁଭେଚ୍ଛା ଜଣେଇଛନ୍ତି ଓ ସମର୍ଥକ, ଦଳୀୟ କର୍ମକର୍ତ୍ତାମାନେ ଫୋନ କଲ ଜରିଆରେ ଶୁଭେଚ୍ଛା ଜଣେଇଥିବା ସୂଚନା ମିଳିଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜେଡିର ଅପ୍ରବାସୀ ସାମ୍ମୁଖ୍ୟ କମିଟିର କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ତାଲିକାରେ ଏନ.ଭାସ୍କର ରାଓ ଉପଦେଷ୍ଠା ରୂପେ ସ୍ଥାନିତ

masiha

ଧର୍ମଗଡ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୭ତମ ଜୟନ୍ତୀ ପାଳନ

Sunil Chandra Nayak

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ସମ୍ପର୍କିତ ୯ ଦଫା ଦାବି ନେଇ ତିରିଂ ବ୍ଳକ କଂଗ୍ରେସ ତରଫରୁ ତିରିଂ ବ୍ଳକ ସମ୍ମୁଖରେ ପ୍ରତିବାଦ ସଭା 

masiha

Leave a Comment

error: Content is protected !!