ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ଵ ପ୍ରାଣୀ ଦିବସ ଅନୁଷ୍ଠିତ

 ଡ଼lଲଗୁମl -: (ମ , ନି , ସ) କୋକସରା ବ୍ଲକ ଅନ୍ତର୍ଗତ  ମାଝୀ ଗୁଡା ଠାରେ ଆଜି ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଚିକିତ୍ସା ଶିବିର ରେ ଚାଷୀ ମାନେ ଗାଈ ଗୋରୁ ଗୃହ ପାଳିତ ପଶୁ ମାନଙ୍କୁ ଆଣି ଚିକିତ୍ସା କରାଇଥିଲେ ।  ଅନୁଷ୍ଠିତ ଶିବିର କୁ ଧର୍ମଗଡ ବିଧାୟକ ମୌସୋଧି ବାଗ ଯୋଗଦାନ କରି ଉଦ୍ଘାଟନ କରିଥିଲେେ ।  ଶିବିର ରେ କୋକସରା ପ୍ରାଣୀ ଚିକିତ୍ସା କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ଗାଈ ଗୋରୁ ଓ ଗୃହ ପାଳିତ ପଶୁ ମାନଙ୍କୁ କିପରି ଭାବରେ ଯତ୍ନ ନିଆଯିବ ସେ ବିଷୟ ରେ ଆଲୋଚନା କରିଥିଲେ ।

ମହେନ୍ଦ୍ର ଧାରୁଆ ଙ୍କ ରିପୋର୍ଟ।

Related posts

ଜିଲ୍ଲାପାଳ ଙ୍କ ଅଭିନବ ପଦକ୍ଷେପ : ବ୍ଲକ ସ୍ତର ରେ ସମସ୍ତ ବିଭାଗୀୟ ସ୍କିମ୍ ର ସଫଳ ରୂପାୟନ ପାଇଁ ଟାଉନ୍ ହଲ୍ ରେ ଜିଲ୍ଲାସ୍ତରୀୟ ସମନ୍ନୟ ବୈଠକ

Sunil Chandra Nayak

ମିନି ଟ୍ରକ ଭାରସାମ୍ୟ ହରାଇ ସ୍କୁଲ ପାଚେରୀ ରେ ପିଟି ହୋଇ ତିନି ଜଣ ଆହତ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ଶୀତ ଆସିଛି

Sunil Chandra Nayak

Leave a Comment

error: Content is protected !!