ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଶକ୍ତି ସଦନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ

ଧର୍ମଗଡ ଶକ୍ତି ସଦନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ

 ଭାରତୀୟ ଆଦିମ ଜାତି ସେବକ ସଂଘ ଦ୍ୱାରା ପରିଚାଳିତ ଧର୍ମଗଡ ଶକ୍ତି ସଦନ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି। ପ୍ରତ୍ୟୁଷରୁ ଅନ୍ତେଃବାସୀନି ମାନେ ସାମୁହିକ ଭାବେ ଯୋଗ କରିଥଲେ। ପ୍ରୋଗ୍ରାମ ଅଫିସର ଫୁଲ ଟେନସିଆ ଏଥିରେ ଯୋଗଦେଇ ମଣିଷର ସ୍ବାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ଉପରେ ଅନ୍ତେଃବାସୀନି ମାନଙ୍କୁ ବୁଝାଇ ଥିଲେ।ସୁସ୍ଥ ଜୀବନ ପାଇଁ ଦରକାର ଯୋଗ କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ଏଵଂ ସମସ୍ତଙ୍କୁ ଯୋଗଭ୍ୟାସ କରାଇଥିଲେ। ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର , କାର୍ଯ୍ୟଳୟ ମ୍ୟାନେଜର ଦେବରାଜ ମହାନନ୍ଦ, ରୋଜାଲିନ ନାୟକ, ସ୍ୱାତି ମହାନ୍ତି, ସୋଭାସିନି ରାଉତ, ମୌସୁମୀ ମେହେର,ବନ୍ଦନା ଗମାଙ୍ଗୋ, ଝରଣା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ତରାଭଟ୍ଟା,ଜାତୀୟ ସେବା ଯୋଜନା ଶିବିରରେ କାର୍ଯ୍ୟକ୍ରମ

Sunil Chandra Nayak

ଅସହାୟ ମହିଳା ଙ୍କୁ ଉଦ୍ଧାର କଲେ ସାମ୍ବାଦିକ।ଯଶୋଦା ଅନାଥ ଆଶ୍ରମ ରେ ଥଇଥାନ

Sunil Chandra Nayak

ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ଦାବି, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!