ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଶକ୍ତି ସଦନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ

ଧର୍ମଗଡ ଶକ୍ତି ସଦନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ

 ଭାରତୀୟ ଆଦିମ ଜାତି ସେବକ ସଂଘ ଦ୍ୱାରା ପରିଚାଳିତ ଧର୍ମଗଡ ଶକ୍ତି ସଦନ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି। ପ୍ରତ୍ୟୁଷରୁ ଅନ୍ତେଃବାସୀନି ମାନେ ସାମୁହିକ ଭାବେ ଯୋଗ କରିଥଲେ। ପ୍ରୋଗ୍ରାମ ଅଫିସର ଫୁଲ ଟେନସିଆ ଏଥିରେ ଯୋଗଦେଇ ମଣିଷର ସ୍ବାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ଉପରେ ଅନ୍ତେଃବାସୀନି ମାନଙ୍କୁ ବୁଝାଇ ଥିଲେ।ସୁସ୍ଥ ଜୀବନ ପାଇଁ ଦରକାର ଯୋଗ କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ଏଵଂ ସମସ୍ତଙ୍କୁ ଯୋଗଭ୍ୟାସ କରାଇଥିଲେ। ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର , କାର୍ଯ୍ୟଳୟ ମ୍ୟାନେଜର ଦେବରାଜ ମହାନନ୍ଦ, ରୋଜାଲିନ ନାୟକ, ସ୍ୱାତି ମହାନ୍ତି, ସୋଭାସିନି ରାଉତ, ମୌସୁମୀ ମେହେର,ବନ୍ଦନା ଗମାଙ୍ଗୋ, ଝରଣା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଭା ଅବସରରେ ମା’ ଠାକୁରାଣୀଙ୍କ ରଥ ବିଭିନ୍ନ ଅଞ୍ଚଳରେ ପରିକ୍ରମା 

Sunil Chandra Nayak

ନବରଙ୍ଗପୁର ରେ ଅନ୍ତର୍ଜାତୀୟ କିନ୍ନର ଦିବସ ପାଳିତ

Sunil Chandra Nayak

ଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦେବା ପାଇଁ ଜୁନାଗଡ ପୋଲିସ କୁ ଦାବୀପତ୍ର ଦେଲା କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ 

masiha

Leave a Comment

error: Content is protected !!