ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମିତ ବ୍ଳକ ! ଝିପାଵନ୍ଧ ପଞ୍ଚାୟତ ; ମରଣଯନ୍ତା ପାଲଟିଛି ଢାମ୍ପୁସାହି ଗ୍ରାମ ରାସ୍ତା ମରଣଯନ୍ତା

କୁସୁମିତ ବ୍ଳକ ! ଝିପାଵନ୍ଧ ପଞ୍ଚାୟତ ; ମରଣଯନ୍ତା ପାଲଟିଛି ଢାମ୍ପୁସାହି ଗ୍ରାମ ରାସ୍ତା ମରଣଯନ୍ତା

ମୟୂରଭଂଜ – ୨୦/୦୬ —  ମୟୂରଭଞ୍ଜ ଜିଲ୍ଲା ବାମଘାଟି ଉପଖଣ୍ଡ କୁସୁମୀ ବ୍ଲକ ଅନ୍ତର୍ଗତ ଝୀପାବନ୍ଧ ଗ୍ରାମପଞ୍ଚାୟତ ଅଧିନ ପେଚାଦର ସ୍କୁଲପାଖରୁ ଢାମ୍ପୁ ସାହି ରାସ୍ତା ଅତି ସୋଚନିୟ ଅବସ୍ଥାରେ ରହିଛି ଏହି ସାହିରେ ପାଖାପାଖି ୪୩ ପରିବାର ବସବାସ କରୁଥିବା ସୁଚନା ମିଳିଛି ବର୍ଷ ବର୍ଷ ଧରି ସୋଚନିୟ ଅବସ୍ଥାରେ ପଡ଼ି ରହିଥିଲେ ହେଁ ପ୍ରଶାସନର ନିଘା ନାହଁ ବର୍ଷା ଦିନେ ରାସ୍ତା ଉପରେ ପାଣି ଜମି କାଦୁଅ ପଚ ପଚ ହେଉଥିବାରୁ ଲୋକେ ଯିବାଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମିତିକି ବାଇକରେ ଗଲେ ବାଇକ ଚକରେ କାଦୁଅ ଲାଗି ଚକ ଜାମ ହୋଇଯାଇଥାଏ ଯାହାଫଳରେ ଗାଡି ଠେଲି ଠେଲି ଯିବାକୁ ପଡିଥାଏ ଏଦିଗରେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ଫଳ ଶୁନ ଗ୍ରାମ ରାସ୍ତା ନିର୍ମାଣ ନିମନ୍ତେ ସରକାରଙ୍କ କୋଟି କୋଟି ଟଙ୍କା ଆସୁଥିବା ଥିବାବେଳେ ଦିଘବର୍ଷ ଧରି ଶୋଚନୀୟ ଅବସ୍ଥାରେ ପଡିରହିଥିବା ଗ୍ରାମ ରାସ୍ତା କୁ ପ୍ରଶାସନର ଅବହେଳା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପୁରୁଣା ସୁବର୍ଣ୍ଣ ଯୁଗର ଅମର ହିନ୍ଦୀ ଚଳଚିତ୍ର ସଙ୍ଗୀତକୁ ପୁନର୍ଜୀବିତ କରିବା

ରେବତୀ ର ଚିକତ୍ସା କଣ ହୋଇପାରିବନି ?ପ୍ରଶାସନ ସହାୟତା କରିବେନି ? ଭୁବନେଶ୍ୱର ରେ ତମ ଚିକିତ୍ସା ହେବ କହି ଛାଡି ଦେଲେ

Sunil Chandra Nayak

ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!