ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟବାଦଡାରେ ଏସ,ବି,ଆଇ ଏଟିଏମ୍ ଅଚଳ 

ହାଟବାଦଡାରେ ଏସ,ବି,ଆଇ ଏଟିଏମ୍ ଅଚଳ 

ମୟୂରଭଂଜ – ୨୦/୦୬ —  ମୟୂରଭଂଜ ଜିଲ୍ଲାର କୁସୁମୀ ବ୍ଲକ ହାଟବାଦଡା ରେ ଥିଲା ଏସ ବି ଆଇ ଏଟିଏମ୍ ଦିର୍ଘଦିନ ହେଲାଣି ଅଚଳ ହୋଇପଡିଛି ,ଯାହାଫଳରେ ଦୈନନ୍ଦିନ ଲୋକେ ବହୁଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପ୍ରାୟ ଏହି ଏଟିଏମ୍ ଉପରେ କୁସୁମୀ ବ୍ଲକର ୭/୮ ପଞ୍ଚାୟତରର ଲୋକେ ନିର୍ଭର କରିଥାନ୍ତି ରାଇରଙ୍ଗପୁର ଯିବାକୁ ହେଲେ ହାଟବାଦଡା ଠାରୁ ୧୦ ରୁ ୧୨ କିଲୋମିଟର ଯିବାକୁ ପଡିଥାଏ ଏଣୁ ଏଦିଗରେ ବିଭାଗିୟ କତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ସାଧାରଣରେ ଦାବି ହେଉଛି ।ହାଟବାଦଡା ପଞ୍ଚାୟତ ସର୍ବଭାରତୀୟ ରାଜସ୍ବ ଆଦାୟ କ୍ଷେତ୍ରରେ ଦିତୀୟ ହୋଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ବିହାରରେ ପୁରସ୍କୃତ ହୋଇଥିଲା ।କିନ୍ତୁ ଡିଜିଟାଲ ଯୁଗରେ ଏହିଏଟିଏମ୍ ଉପରେ ସମସ୍ତେ ନିର୍ଭର କରନ୍ତି ।ତେଣୁ ଶିଘ୍ର କାର୍ଯ୍ୟକ୍ଷମ ପାଇଁ ସାଧାରଣରେ ଦାବି ହେଉଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବାଦାମ ପାହାଡ଼ ରେ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଖାଦ୍ୟ ପୁଡିଆ ବଣ୍ଟନ 

masiha

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଅଷ୍ଟମ ଦିନ ସମ୍ବାଦ ସାହିତ୍ୟ ଘର ର ସାହିତ୍ୟ ସଭା

masiha

କାଶୀପୁର ବନ ବିଭାଗ ଦ୍ୱରା ଜଙ୍ଗଲ ପୋଡି ଏବଂ ବନ୍ୟଜନ୍ତୁ ସୁରକ୍ଷା କୁ ନେଇ ସଚେତନତା ରାଲି

masiha

Leave a Comment

error: Content is protected !!