ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଢେଇ ପାହାଡି ନୂତନ ରାଜସ୍ୱ ନିରୀକ୍ଷକ

ଚଢେଇ ପାହାଡି ନୂତନ ରାଜସ୍ୱ ନିରୀକ୍ଷକ

 ମୟୂରଭଂଜ -୨୩/୦୭ — ବିଜାତଳା ତହସିଲ ଅଧୀନରେ ଥିବା ଚଢେଇପାହାଡି ଆରଆଇ କାର୍ଯାଳୟ ରେ ନୂତନ ରାଜସ୍ୱ ନିରୀକ୍ଷକ ଦିଲ୍ଲୀପ ମୁର୍ମୁ ଙ୍କୁ ଚଢେଇ ପାହାଡି ସମିତି ସଭ୍ୟା କୁନି ସର୍ଦାର ସ୍ବାଗତ କରିଛନ୍ତି l ସେ ପୂର୍ବରୁ ବାଦାମ ପାହାଡ଼ ରାଜସ୍ୱ ନିରୀକ୍ଷକ କାର୍ଯାଳୟ ରେ କାର୍ଯ୍ଯରତ ଥିଲେ । ଚଢ଼େଇପାହାଡି ଆର ଆଇ ଦାମୋଦର ବାରୀ କୁ ବିଦାୟ ସଭାର୍ଦ୍ଧନା ଦେଇଛନ୍ତି l ସେ ଚଢେଇ ପାହାଡି ରାଜସ୍ୱ ନିରୀକ୍ଷକ କାର୍ଯାଳୟ ରେ କାର୍ଯାରତ ଥିଲେ lବିଜାତଳା ଆରାଆଇ କାର୍ଯାଳୟ ରେ ନୂତନ ରାଜସ୍ୱ ନିରୀକ୍ଷକ ଭାବେ ଯୋଗ ଦେଇଛନ୍ତି l

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅବସରପ୍ରାପ୍ତ ଆର ଏମ ସି କର୍ମଚାରୀ ଓ ପ୍ରସିଦ୍ଧ କଳାକାରଙ୍କ ପରଲୋକ

Sunil Chandra Nayak

ଉଦଘାଟନ ହେଲା ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ

masiha

ଧର୍ମଗଡ:ଠୁଟିବର ନିକଟରେ ବାଇକ ରୁ ଖସି ଜଣକର ମୃତ୍ୟୁ

masiha

Leave a Comment

error: Content is protected !!