ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ସାଂସ୍କୃତିକ ରଙ୍ଗମଞ୍ଚ ରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ମଇ ଦିବସ 

 ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥତି ସାଂସ୍କୃତିକ ରଙ୍ଗମଞ୍ଚ ରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ମଇ ଦିବସ ସହ ଆନ୍ତର୍ଜାତିକ ଶ୍ରମିକ ଦିବସ। ଏହି ଉତ୍ସବରେ ଶ୍ରମିକ ମାନଙ୍କ ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି। ବିବାହ ପ୍ରୋତ୍ସାହନ ବାବଦକୁ ୫୦,୦୦୦/- ଟଙ୍କା ଚେକ ପ୍ରଦାନ କରିଛନ୍ତି। ଉତ୍ସବରେ ଜିଲ୍ଲାପାଲ ସ୍ବାଧାଦେଵ ସିଂ ଅଧକ୍ଷତା କରିଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡ଼ଳି ମାଝୀ, ଖରିଆର ରୋଡ଼ ନଗର ଅଧକ୍ଷା ସୋନିଆ ଅଗ୍ରୱାଲ, ନୂଆପଡା ନଗରପାଳ ମହମ୍ମଦ ଆଦମ, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବରାଳ ପ୍ରମୁଖ ମଞ୍ଚରେ ରହି ଶ୍ରମିକଙ୍କୁ ସରକାରୀ ଯୋଜନାର ଆର୍ଥିକ ସହାୟତା ବଣ୍ଟନ କରିଛନ୍ତି। ସୋନିଆ ଅଗ୍ରୱାଲ ସଭାକୁ ସମ୍ବୋଧିତ କରି ଦେଶର ଶ୍ରମିକ ଭାଇ ଭଉଣୀ ଙ୍କ ଅକ୍ଲାନ୍ତ ପାରିଶ୍ରମ ସମର୍ପଣ ଭାବରେ ତାଙ୍କର ଅବଦାନ ପାଇଁ ନୂତନ ନୂଆପଡା, ନୂତନ ଓଡିଶା ଏବଂ ନୂତନ ଭାରତ ଗଠନ ହୋଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ । କ୍ୟାବିନେଟ୍ ନିଷ୍ପତ୍ତି ନେଇ ଅବଗତ କଲେ ନିରଞ୍ଜନ ପୂଜାରୀ..

Sunil Chandra Nayak

ଆମପାଣି ଘାଟି ରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା,୨ ଡ୍ରାଇଭର ସମେତ ଯାତ୍ରୀ ଗୁରୁତର

Sunil Chandra Nayak

ଆଧୁନିକର ଚାକଚକ୍ୟ ଭିତିରେ ହିଜିଯାଉଛି ଆମ ଐତିହ୍ୟ ପରମ୍ପରା ଓ ସଂସ୍କୃତି

Sunil Chandra Nayak

Leave a Comment

error: Content is protected !!