ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳ ଜୀବନ ମିଶନର ତାଲିମ ଶିବିର

ନର୍ଲା (ମ.ନି.ସ) ନର୍ଲା ଠାରେ ଜଳ ଜୀବନ ମିଶନର ପମ୍ପ ଚାଳକମାନଙ୍କୁ ନେଇ ଏକ ତାଲିମ ପ୍ରଦାନ କରାଯାଇଛି। ତାଲିମ ଶିବିରକୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ରଂଜନ ତ୍ରିପାଠୀ ଉଦଘାଟନ କରିଥିଲେ। ନୋଡାଲ ଅଫିସର ସୁରେନ୍ଦ୍ର କୁମାର ସୁନାନୀ, ଶକ୍ତି ଭୂଷଣ ଦାସ,ମାନସ ରଞ୍ଜନ ସାହୁ, ଜେ.ଜେ.ଏମର ସଭାପତି ସର୍ଜନ ରଣା, ସଂପାଦକ ନିକୁଞ୍ଜ ବିହାରୀ ପାଢ଼ୀ ଉପସ୍ଥିତରେ ତାଲିମ ଶିବିର ଚାଲିଥିଲା। ମୋଟ ୯୦ ଜଣ ପମ୍ପ ଚାଳକମାନଙ୍କୁ ୩୦ ଜଣ ଲେଖାଏଁ ତିନି ଗୋଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇଥିଲା।

ପ୍ରଦୀପ କୁମାର ଗଉଡ ମସୀହା ପ୍ରତିନିଧି।

Related posts

ଢେଙ୍କାନାଳ ରେ ବନ୍ଧା ହେଲେ ଧଳା ଜହର ବେପାରୀ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଲକ୍ଷ୍ଯ

Sunil Chandra Nayak

ଟେମରି ଗ୍ରାମ ର କ୍ଷମା ପଟେଲ ଘରରେ ନିଆଁ ଲାଗି ଧନ ସମ୍ପତି ନଷ୍ଟ

Leave a Comment

error: Content is protected !!