ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶର ୩୧ ଆଞ୍ଚଳିକ ଦଳଙ୍କୁ ନେଇ ଏଡିଆର୍‌ ରିପୋର୍ଟ: ଆୟରେ ବିଜେଡି ତୃତୀୟ

୨୦୨୦-୨୧ରେ ବିଜେଡିର ଆୟ ୭୩.୩୪ କୋଟି, ବ୍ୟୟ ୭.୦୧ କୋଟି….

 ୨୦୨୦-୨୧ମସିହାରେ ଭାରତର ୩୧ଟି ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଆୟରେ ବିଜୁ ଜନତା ଦଳ (ବିଜେଡି) ତୃତୀୟ ସ୍ଥାନରେ ଥିଲା। ଉକ୍ତ ବର୍ଷ ୩୧ଟି ଆଞ୍ଚଳିକ ଦଳର ମୋଟ ଆୟ ପରିମାଣ ୫୨୯.୪୧ କୋଟି ଟଙ୍କା ଥିବା ବେଳେ ବିଜେଡିର ଆୟ ଥିଲା ୭୩.୩୪ କୋଟି ଟଙ୍କା। ଆୟରେ ଡିଏମ୍‌କେ ସବୁଠାରୁ ଆଗରେ ଥିଲା। ଏହାର ଆୟ ଥିଲା ୧୪୯.୯୫ କୋଟି ଟଙ୍କା। ୱାଇଏସ୍‌ଆର୍‌ କଂଗ୍ରେସ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଏହାର ଆୟ ପରିମାଣ ଥିଲା ୧୦୭.୯୯ କୋଟି ଟଙ୍କା। ଆଞ୍ଚଳିକ ଦଳମାନଙ୍କ ଆୟବ୍ୟୟକୁ ବିଶ୍ଳେଷଣ କରି ଆସୋସିଏସନ୍‌ ଫର୍‌ ଡେମୋକ୍ରେଟିକ ରିଫର୍ମ (ଏଡିଆର୍‌) ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି।

ଏଡିଆର୍‌ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ୬୫.୩୧ କୋଟି ଟଙ୍କା ଆୟ ସହ ଜେଡି(ୟୁ) ଚତୁର୍ଥ ଏବଂ ୩୭.୬୫ କୋଟି ଟଙ୍କା ଆୟ ସହ ଟିଆର୍‌ଏସ୍‌ ପଞ୍ଚମ ସ୍ଥାନରେ ରହିଛି। କେବଳ ୫ଟି ଶୀର୍ଷ ଆୟକାରୀ ଆଞ୍ଚଳିକ ଦଳର ଘୋଷିତ ଆୟ ପରିମାଣ ୪୩୪.୨୫ କୋଟି ଟଙ୍କା ଥିଲା। ୨୦୨୦-୨୧ରେ ୩୧ଟି ଆଞ୍ଚଳିକ ଦଳ ୪୧୪.୦୨୮ କୋଟି ଟଙ୍କା ବ୍ୟୟ କରିଛନ୍ତି । ଉକ୍ତ ବର୍ଷ ଯେଉଁ ୫ଟି ଆଞ୍ଚଳିକ ଦଳ ଆୟ ତୁଳନାରେ କମ ବ୍ୟୟ କରିଛନ୍ତି ସେମାନଙ୍କ ମଧ୍ୟରେ ବିଜେଡି ରହିଛି। ଆୟ ତୁଳନାରେ ବ୍ୟୟ ପ୍ରତିଶତକୁ ହିସାବକୁ ନେଲେ ୱାଏସ୍‌ଆର୍‌ କଂଗ୍ରେସ ପରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି। ମୋଟ ଆୟରୁ ୱାଇଏସ୍‌ଆର୍‌ କଂଗ୍ରେସ ମାତ୍ର .୭୫ ପ୍ରତିଶତ ଖର୍ଚ୍ଚ କରିଛି।

ବିଜେଡି ୨୦୨୦-୨୧ରେ ଘୋଷିତ ଆୟରୁ ୯୦.୪୪ ପ୍ରତିଶତ ଖର୍ଚ୍ଚ କରିନି। ଦଳ ପକ୍ଷରୁ ପ୍ରଶାସନିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଉକ୍ତ ବର୍ଷ କେବଳ ୭.୦୧ କୋଟି ଟଙ୍କା ବ୍ୟୟ ହୋଇଛି। ବିଜେଡି ସମେତ ୫ଟି ଆଞ୍ଚଳିକ ଦଳ ୨୦୨୦-୨୧ରେ ଇଲେକ୍ଟୋରାଲ୍‌ ବଣ୍ଡ ମାଧ୍ୟମରେ ୨୫୦.୬୦ କୋଟି ଟଙ୍କାର ଡୋନେସନ୍‌ ସଂଗ୍ରହ କରିଥିଲେ। ଏହା ମାଧ୍ୟମରେ ବିଜେଡି ୬୭ କୋଟି ଟଙ୍କା ସଂଗ୍ରହ କରିଥିଲା। ତେବେ ୨୦୧୯ -୨୦ ତୁଳନାରେ ୨୦୨୦-୨୧ରେ ବିଜେଡିର ଆୟ ପରିମାଣ କମିଛି। ୨୦୧୯-୨୦ରେ ବିଜେଡି ୯୦.୩୫ କୋଟି ଟଙ୍କା ଆୟ କରିଥିଲା ପ୍ରକାଶ ପାଇଛି।

ଵିଦ୍ୟାଧର ସାହୁଙ୍କ ସଂଗୃହୀତ ରିପୋର୍ଟ….

Related posts

ମମତା ଶତପଥୀ ଙ୍କ କବିତା ସର୍ବଦା ସନ୍ତୁଷ୍ଟ 

Sunil Chandra Nayak

ଜଣା ଅଜଣା… ହଜାରେ ବର୍ଷ ବଞ୍ଚୁଥିବା ଉଦ୍ଭିଦ

Sunil Chandra Nayak

ଧାନ ବିଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର , ଘଟଣା ସ୍ଥଳେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort