ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରଗଡା ପଞ୍ଚାୟତ ଗ୍ରାମ୍ୟ କଳାଟମକ – ହାତୀଛାଡ଼ ଗ୍ରାମ୍ୟ କାଦୁଅ ପଚ ପଚ ରାସ୍ତା ଶୋଚନୀୟ

 ସରଗଡା ପଞ୍ଚାୟତ ଗ୍ରାମ୍ୟ କଳାଟମକ – ହାତୀଛାଡ଼ ଗ୍ରାମ୍ୟ କାଦୁଅ ପଚ ପଚ ରାସ୍ତା ଶୋଚନୀୟ

 ମୟୂରଭଂଜ – ୧/୦୮ —  ମୟୁରଭଞ୍ଜ ଜିଲ୍ଲାର ପଛୁଆ ବିଜାତଳା ବ୍ଲକ ର ସରଗଡା ପଂଚାୟତ ର କଳାଟମକ ଠାରୁ ହାତୀଛାଡ଼ ଗ୍ରାମ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି  । ଦୁଇମାସ ହେଲା ଲଘୁଚାପ  ଲଗାଣ ବର୍ଷା ଯୋଗୁଁ ଏହି ମାଟି ରାସ୍ତାରେ ଗର୍ତ ସୃଷ୍ଟି ହେଵାସହ କାଦୁଅ ପଚ ପଚ ଯୋଗୁଁ ଯାତାୟତ ଓ ଗମନାଗମନ ଅସୁବିଧା ହୋଇଛି । ଏହି ମୁଖ୍ଯ ରାସ୍ତାଟି ବିଭିନ୍ନ ଅଂଚଳକୁ ସଂଯୋଗ କରୁଥିବାରୁ ରାସ୍ତା ଖରାପ ଯୋଗୁଁ ଖାଲି ପାଦରେ ଚାଲିବା, ସାଇକେଲ,ମଟରସାଇକେଲ,ପରିବହନ ଗାଡ଼ି ଯିବା ଆସିବାରେ ନାହିଁ ନ ଥିବା ଅସୁବିଧା ହେଉଛି ।ହାଟୁଆ,ପଥିକ, ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ,ଆମ୍ବୁଲାନ୍ସ ଗାଡି ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା । ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜାତୀୟ ସାମ୍ବାଦିକ ଦିବସ ପାଳିତ

masiha

ତେନ୍ତୁଳିଖୁଣ୍ଟି ନିକଟରେ ବେଆଇନ କାଠ ପରିବହନ ଗାଡ଼ି ଜବତ

Sunil Chandra Nayak

ଡାବୁଗାଁ ଚାରି ଛକ ନିକଟରେ ବାଇକକୁ ଘୋଷାଡି ନେଲା ଟ୍ରକ୍, ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!