ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋବିନ୍ଦପୁର କାଉଡ଼ିଆ ସେବା ସଂଘ ତରଫରୁ ଭକ୍ତ ସେବା 

ଗୋବିନ୍ଦପୁର କାଉଡ଼ିଆ ସେବା ସଂଘ ତରଫରୁ ଭକ୍ତ ସେବା 

 କଟକ : ୪୨ ମୌଜା ଗୋବିନ୍ଦପୁର କାଉଡ଼ିଆ ସେବା ସଂଘ ତରଫରୁ ୪୨ ମୌଜା ମୁଖ୍ୟ ରାସ୍ତା ପାର୍ଶ୍ବରେ କାଉଡ଼ିଆ ଭକ୍ତ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଶ୍ରୀ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଜଳ ନେଇ ଯାଉଥିବା ଭକ୍ତ ମାନଙ୍କ ପାଇଁ ବିଶ୍ରାମସ୍ଥଳୀ,ସ୍ନାନ ବ୍ୟବସ୍ଥା ଓ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ସୁଶିଲ କୁମାର ସାହାଣୀ,ଭଗବାନ ପରିଡ଼ା,ଦେବୀ ପ୍ରସାଦ ରଥ,ଦିଲ୍ଲୀପ ବାରିକ,ପ୍ରଶାନ୍ତ ରାଉତ,ଖିତିଶି ସାମଲ,ଦୀପ୍ତି ମୁଦୁଲି, ପପୁ ବାରିକ,ଦିପୁନା ପତି,ରାଜୁ, ପ୍ରସନ୍ନ ପରିଡା,ବାପି ସାହାଣୀ ଓ ଛଚିଆ ରାଉତ ପ୍ରମୁଖ ଯୋଗ ଦେଇ ସେବା କାର୍ଯ୍ୟ ପରିଚାଳନା କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଲୋକକଳା ପାଇଁ ଦିନଟିଏ “କାର୍ଯ୍ୟକ୍ରମ 

Sunil Chandra Nayak

ପଟ୍ଟାମୁଣ୍ଡାଇ ବ୍ଲକର ଏମ ଏନ ହାଇସ୍କୁଲ ସମେତ ୩ଟି ହାଇସ୍କୁଲରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ରେ ଭାଜପା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!