ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଶିରିଡ଼ି ସାଇ ମନ୍ଦିର କମିଟି ତରଫରୁ କାଉଡିଆଙ୍କୁ ଅନ୍ନପ୍ରସାଦ ସେବା

ରାଇରଙ୍ଗପୁର ଶିରିଡ଼ି ସାଇ ମନ୍ଦିର କମିଟି ତରଫରୁ କାଉଡିଆଙ୍କୁ ଅନ୍ନପ୍ରସାଦ ସେବା

ମୟୂରଭଂଜ – ୪/୦୮ — ଶ୍ରାବଣ ମାସରେ କାଉଡ଼ିଆ ମାନଙ୍କୁ ରାଇରଙ୍ଗପୁର ଶିରିଡ଼ି ସାଇ ମନ୍ଦିର କମିଟି ତରଫରୁ ଆଜକୁ ୧୫ ବର୍ଷ ହେଲା ଅନ୍ନପ୍ରସାଦ ସେବା କରାଯାଉଛି ।ରବିବାର ଦିନ ରାଇରଙ୍ଗପୁର ଅମଲା ଲେନରେ ଥିବା ଶିରିଡ଼ି ସାଇ ମନ୍ଦିର ପ୍ରାଙ୍ଗଣରେ କାଉଡ଼ିଆ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯିବା ସହ ଔଷଧ,ପାଣି ସେବା ଯୋଗାଇ ଦିଆଯାଇଥିଲା ।ପରିଚାଳନାରେ ମନ୍ଦିରର ପୂଜକ ବୈରାଗୀ ଦଳ ଏବଂ କମିଟି ସଦସ୍ୟ ରବୀନ୍ଦ୍ର ସାହୁ,ଯଶୋବନ୍ତ ସାହୁ,ସୁରେନ୍ଦ୍ର ସାହୁ,ସନ୍ଦୀପ ସାହୁ,ରଞ୍ଜିତ ସାହୁ,ଭୀଷ୍ମ ଦେବ ମହାନ୍ତ, ହରିଶ୍ଚନ୍ଦ୍ର ସାହୁ,ମୀରା ସାହୁ,କଳ୍ପନା ସାହୁ,ଅଙ୍କିତ ସାହୁ,ହେମନ୍ତ ମାଝୀ,ଜିତମୋହନ ସାହୁଏବଂ ଅନ୍ଯମାନେ ସହଯୋଗ କରିଥିଲେ ।

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଯୁଗ୍ମ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ 

masiha

ବାର୍ଷିକ ସମ୍ମିଳନୀ ପାଇଁ ବାଣାୟତ ସମାଜ ର ପ୍ରସ୍ତୁତି ବୈଠକ.

masiha

ନର୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

masiha

Leave a Comment

error: Content is protected !!