ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଶିରିଡ଼ି ସାଇ ମନ୍ଦିର କମିଟି ତରଫରୁ କାଉଡିଆଙ୍କୁ ଅନ୍ନପ୍ରସାଦ ସେବା

ରାଇରଙ୍ଗପୁର ଶିରିଡ଼ି ସାଇ ମନ୍ଦିର କମିଟି ତରଫରୁ କାଉଡିଆଙ୍କୁ ଅନ୍ନପ୍ରସାଦ ସେବା

ମୟୂରଭଂଜ – ୪/୦୮ — ଶ୍ରାବଣ ମାସରେ କାଉଡ଼ିଆ ମାନଙ୍କୁ ରାଇରଙ୍ଗପୁର ଶିରିଡ଼ି ସାଇ ମନ୍ଦିର କମିଟି ତରଫରୁ ଆଜକୁ ୧୫ ବର୍ଷ ହେଲା ଅନ୍ନପ୍ରସାଦ ସେବା କରାଯାଉଛି ।ରବିବାର ଦିନ ରାଇରଙ୍ଗପୁର ଅମଲା ଲେନରେ ଥିବା ଶିରିଡ଼ି ସାଇ ମନ୍ଦିର ପ୍ରାଙ୍ଗଣରେ କାଉଡ଼ିଆ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯିବା ସହ ଔଷଧ,ପାଣି ସେବା ଯୋଗାଇ ଦିଆଯାଇଥିଲା ।ପରିଚାଳନାରେ ମନ୍ଦିରର ପୂଜକ ବୈରାଗୀ ଦଳ ଏବଂ କମିଟି ସଦସ୍ୟ ରବୀନ୍ଦ୍ର ସାହୁ,ଯଶୋବନ୍ତ ସାହୁ,ସୁରେନ୍ଦ୍ର ସାହୁ,ସନ୍ଦୀପ ସାହୁ,ରଞ୍ଜିତ ସାହୁ,ଭୀଷ୍ମ ଦେବ ମହାନ୍ତ, ହରିଶ୍ଚନ୍ଦ୍ର ସାହୁ,ମୀରା ସାହୁ,କଳ୍ପନା ସାହୁ,ଅଙ୍କିତ ସାହୁ,ହେମନ୍ତ ମାଝୀ,ଜିତମୋହନ ସାହୁଏବଂ ଅନ୍ଯମାନେ ସହଯୋଗ କରିଥିଲେ ।

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ

masiha

ଋଷିକୁଲ୍ୟା ନଦୀର ସୁରକ୍ଷା ପାଇଁ ଅଭିଯାନ

Sunil Chandra Nayak

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ଅର୍ଜିନାଲ ପାଓ୍ବାର କ୍ଲବ ପକ୍ଷରୁ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!