ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେଟଓ୍ଵାର୍କ ଫର ପିପୁଲ ୟୁଥ୍ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

ନେଟଓ୍ଵାର୍କ ଫର ପିପୁଲ ୟୁଥ୍ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

ମୟୂରଭଂଜ – ୧୩/୦୮/୨୦୨୫ —  ଆଜି ବୁଧବାର ଦିନ କୁସୁମୀ ବ୍ଲକ ଅନ୍ତର୍ଗତ ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କଳିଙ୍ଗ ନେଟୱର୍କ ଫର୍ ପିପୂଲ୍ ୟୁଥ୍ ଏଚ୍ ଆଇ ଭି ଏଡ୍ସ ସେଚ୍ଛାସେବି ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ର କାର୍ଯ୍ୟକ୍ରମ ହେଇଯାଇଛି । ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ ର ଆୟୁଷ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ପଣ୍ଡା, ଡାକ୍ତର ତାପସ କୁମାର ଗିରି, ବରିଷ୍ଠ ଯକ୍ଷ୍ମା ତଦାରଖକାରି ରୋହିତ କୁମାର ବାରିକ, ବାମ୍ ସାଲଖୁ ମାଝି ଓ କଳିଙ୍ଗ ନେଟୱର୍କ ର କର୍ମଚାରୀ ନିଲୟ କୁମାର ମହାନ୍ତ ଙ୍କ ଉପସ୍ଥିତି ରେ କୁସୁମୀ ବ୍ଲକର ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ ଓ ଜନ ସଂପୃକ୍ତି ସହ ବିଭିନ୍ନ କାର୍ଯ୍ୟକ୍ରମ 

ସୁଭଦ୍ରା ଯୋଜନା ର ପଥ ପ୍ରାନ୍ତ ସଚେତନତା ସଭା

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!