ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେଟଓ୍ଵାର୍କ ଫର ପିପୁଲ ୟୁଥ୍ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

ନେଟଓ୍ଵାର୍କ ଫର ପିପୁଲ ୟୁଥ୍ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

ମୟୂରଭଂଜ – ୧୩/୦୮/୨୦୨୫ —  ଆଜି ବୁଧବାର ଦିନ କୁସୁମୀ ବ୍ଲକ ଅନ୍ତର୍ଗତ ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କଳିଙ୍ଗ ନେଟୱର୍କ ଫର୍ ପିପୂଲ୍ ୟୁଥ୍ ଏଚ୍ ଆଇ ଭି ଏଡ୍ସ ସେଚ୍ଛାସେବି ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ର କାର୍ଯ୍ୟକ୍ରମ ହେଇଯାଇଛି । ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ ର ଆୟୁଷ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ପଣ୍ଡା, ଡାକ୍ତର ତାପସ କୁମାର ଗିରି, ବରିଷ୍ଠ ଯକ୍ଷ୍ମା ତଦାରଖକାରି ରୋହିତ କୁମାର ବାରିକ, ବାମ୍ ସାଲଖୁ ମାଝି ଓ କଳିଙ୍ଗ ନେଟୱର୍କ ର କର୍ମଚାରୀ ନିଲୟ କୁମାର ମହାନ୍ତ ଙ୍କ ଉପସ୍ଥିତି ରେ କୁସୁମୀ ବ୍ଲକର ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଯନ୍ତ୍ରଣାରେ ଛଟପଟ କର୍କଟ ରୋଗୀ |ସ୍ୱାସ୍ଥ୍ୟ ବୀମା କାର୍ଡରେ ନାମ ନଥିବା ଯୋଗୁଁ ଚିକିତ୍ସା ପାଇଁ ଅର୍ଥ ଅଭାବ 

masiha

ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ ଜୁନାଗଡ଼ପର୍ଯନ୍ତ ସମ୍ପ୍ରସାରଣ ଦାବୀ

masiha

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ନେତାଜୀ,ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ ଉତ୍ସବ -୨୦୨୪ ଅନୁଷ୍ଠିତ

masiha

Leave a Comment

error: Content is protected !!