ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ଭୁବନେଶ୍ୱର ଆମ ପାଠଶାଳା ରେ 79ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ

ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ଭୁବନେଶ୍ୱର ଆମ ପାଠଶାଳା ରେ 79ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ତା 15-08-2025 ରିଖ ଶୁକ୍ରବାର ଦିନ ସକାଳ ଆଠ ଘଟିକା ସମୟରେ ଆମ ପାଠଶାଳା ରେ 79ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି! ଏହି ଅବସରରେ ଅନୁଷ୍ଠାନ ର ସଭାପତି ହରିଶ୍ଚନ୍ଦ୍ର ପଟ୍ଟନାୟକ ସହ ଇଭେଣ୍ଟ ମେନେଜର ସୁଜିତ୍ ନାୟକ, ଜ୍ଞାନ ରଞ୍ଜନ ପ୍ରଧାନ, ସତ୍ୟବାଦୀ ମହାରଣା,ଜ୍ୟୋତିର୍ମୟୀ ସାହୁ, ନୀଳିମା ମଲ୍ଲିକ, ଆଲୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଆଡଭୋକେଟ ଲକ୍ଷ୍ମୀପ୍ରିୟା ସାହୁ,ଆଡଭୋକେଟ ଶଙ୍କର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଆମ ପାଠଶାଳା ର ପିଲା ମାନଙ୍କୁ ଟିଫିନ୍ ପ୍ୟାକେଟ ଏବଂ ବୁନ୍ଦିଆ, ସେଓ ବଣ୍ଟନ କରାଯାଇ ଥିଲା l ନବ ଜ୍ୟୋତି ଫାଉଣ୍ଡେସନର ଅଧକ୍ଷ ସ୍ମିତା ପତି ଓ ସମାଜ ସେବୀ ସୁଜିତ ପତି  ଯୋଗ ଦେଇ 79ତମ ସ୍ୱାଧୀନତା ଦିବସ ବିଷୟରେ କୁନି କୁନି ପିଲାମାନଙ୍କୁ କିପରି ଗଢ଼ିବା, ମନଦେଇ ପାଠ ପଢିବା, ଦେଶ ପାଇଁ ଜୀବନ ଦେବା ବିଷୟରେ ଉଦବୋଧନ ଦେଇଥିଲେ!

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଓ ସଚେତନତା

masiha

୧- ବାରିକ ସମାଜର ବାର୍ଷିକ ମହୋତ୍ସବ, ୨- ଧରାକୋଟ ବ୍ଲକରେ ଯୋଗ ଶିବିର

Sunil Chandra Nayak

ଆଇନଜୀବୀ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!